ETV Bharat / bharat

ଉତ୍ତରପ୍ରଦେଶର ପ୍ରିୟଙ୍କାଙ୍କ ମା' ଦୁର୍ଗା ରୂପ

ଉତ୍ତର ପ୍ରଦେଶ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ଆସୁଛନ୍ତି । ଏହା ପୂର୍ବରୁ ପ୍ରିୟଙ୍କାଙ୍କ ମା' ଦୁର୍ଗା ରୂପ ଦେଖିବାକୁ ମିଳିଛି । ପ୍ରିୟଙ୍କାଙ୍କ ଏହି ରୂପ ବାସ୍ତବରେ ନହେଲେ ବି ବ୍ୟାନରରେ ଦେଖିବାକୁ ମିଳିଛି ।

author img

By

Published : Feb 11, 2019, 11:45 AM IST

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ@ଟ୍ବିଟର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗସ୍ତରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ଆସୁଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ମା' ଦୁର୍ଗା ରୂପ ଦେଖିବାକୁ ମିଳିଛି। ତାଙ୍କର ଏହି ରୂପ ବାସ୍ତବରେ ନହେଲେ ବି ବ୍ୟାନରରେ ଦେଖିବାକୁ ମିଳିଛି। ପୂର୍ବ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରିୟଙ୍କାଙ୍କ ମା ଦୁର୍ଗା ବେଶର ଏକ ଫଟୋ ଚିତ୍ର ଲାଗିଥିବା ଏହି ବ୍ୟାନର ବିଭିନ୍ନ ସ୍ଥାନରେ ଲାଗିଛି।

ପୂର୍ବ ଉତ୍ତରପ୍ରଦେଶର ମଙ୍ଗ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଲକ୍ଷ୍ନୌ ଆସୁଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆଜି(ସୋମବାର) ନବନିଯୁକ୍ତ କଂଗ୍ରେସ ସାଧାରଣ ସମ୍ପାଦିକାଙ୍କ ମିଶନ ଆରମ୍ଭ ହେବ। ସୋମବାର 10.40 ମିନିଟରେ ସେ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସାଙ୍ଗରେ ରହିବେ ଭାଇ ରାହୁଲ ଗାନ୍ଧୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ପ୍ରଭାରୀ ଏବଂ ମହାସଚିବ ଜ୍ୟୋତିରାନ୍ଧିତ୍ୟ ସିନ୍ଧିୟା। ପ୍ରଥମ ଥର ପାଇଁ ଭାଇ-ଭଉଣୀ ଏକାଠି ରୋଡ ଶୋ କରିବେ।

  • Banner seen in Lucknow ahead of Congress General Secretary for UP East Priyanka Gandhi Vadra, UP West Jyotiraditya Scindia and party President Rahul Gandhi's visit to the city today. pic.twitter.com/i7Fojhb49m

    — ANI UP (@ANINewsUP) February 11, 2019 " class="align-text-top noRightClick twitterSection" data=" ">
undefined

ଲକ୍ଷ୍ନୌରୁ ଦିନ 11ଟା 5 ମିନିଟରେ ଆରମ୍ଭ ହେବ ରୋଡ ଶୋ । ଅପରାହ୍ଣ 3ଟାରେ ରାହୁଲ-ପ୍ରିୟଙ୍କାଙ୍କ ରୋଡ ଶୋ ଉତ୍ତରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରୁ ବିମାନ ବନ୍ଦର ରୋଡ, ଶହୀଦ ପଥ ତିରାହା, ଅବଧ ଚୌରାହା, ଆଲମବାଗ, ନାଥା ହୋଟେଲ, ହୁସେନ ଗଞ୍ଜ, ବର୍ଲିଗଟନ, ଲାଲବାଗ, ହଜତରଗଞ୍ଜ ଏବଂ ବିକ୍ରମାଦିତ୍ୟ ଛକ ଦେଇ ପ୍ରାୟ 15 କିଲୋମିଟର ପର୍ଯ୍ୟନ୍ତ ଏହି ରୋଡ ଶୋ ଚାଲିବ।

ବିମାନବନ୍ଦର ଠାରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ସ୍ୱାଗତ ନେଇ ଜବରଦସ୍ତ ଆୟୋଜନ କରାଯାଇଛି। ପୁରା ରାସ୍ତା ପ୍ରିୟଙ୍କାଙ୍କ ପୋଷ୍ଟରରେ ପୂର୍ଣ୍ଣ ହୋଇ ରହିଛି। ଚାରିଆଡେ ତାଙ୍କର ଜୟଜୟକାର କରୁଛନ୍ତି ସମର୍ଥକ। ଏନେଇ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବାବର କହିଛନ୍ତି, ଆମେ ହରାଇବା ପାଇଁ ଲଢୁ ନାହୁଁ, ସମ୍ବିଧାନ ବଞ୍ଚାଇବା ପାଇଁ ଆମେ ଲଢୁଛୁ। ପ୍ରିୟକାଙ୍କ ସ୍ୱାଗତ ପାଇଁ ଉତ୍ସାହିତ ହୋଇ ରହିଛନ୍ତି କର୍ମୀ।

ଭୁବନେଶ୍ୱର:ଆଜି ପବିତ୍ର ଶ୍ରୀପଞ୍ଚମୀ।ବାଗଦେବ ମା ସରସ୍ବତୀଙ୍କ ଜନ୍ମଦିନ। ମାଙ୍କ ଆରାଧାନା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ରାଜଧାନୀ।ଘର ଠାରୁ ଶିକ୍ଷାଅନୁଷ୍ଠାନ ସବୁଠି ମାଙ୍କ ପୂଜାର୍ଚ୍ଚନା କରିବାରେ ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁ ମାନେ ନଜର ଆସୁଛନ୍ତି।
    ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ଵତୀ।ଆଉ ବିଦ୍ୟାଳୟ ହେଉଛି ବାଣୀବିଦ୍ୟାର ସାଧନ କେନ୍ଦ୍ର। ବିଦ୍ୟାଳୟ ମାନଙ୍କରେ ଏହାକୁ ବେଶ ଧୁମଧାମରେ ପାଳନ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।ଆଉ ୟୁନିଟ ୮ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ରେ ଏହାକୁ ବେଶ ଆକର୍ଷଣୀୟ ରୂପରେ ପାଳନ କରାଯାଇଛି।ସକାଳ 6ଟା ଠାରୁ ଗାଧୁଆ ପାଧୁଆ ସାରି ଫଳ ପୁଷ୍ପ ଧରି ଆସି ସ୍କୁଲରେ ପହଞ୍ଚି ଯାଇଥିଲେ ଛୋଟ ଠାରୁ ବଡ଼ ପିଲାମାନେ।ନିଜେ  ଆଣି ଥିବା ସରସ୍ୱତୀଙ୍କ ମୂର୍ତ୍ତିକୁ ଶତାଧିକ ପିଲାମାନେ ବ୍ୟକ୍ତିଗତଭାବେ ଶୁଦ୍ଧପୂତ ଭାବରେ ବୈଦିକ ରୀତିରେ ପୂଜନ କରିବା ସହିତ ଧୂପଦୀପ ଦେଇ ଆଳତୀ କରିଥାନ୍ତି ।ଯାହାକି ପରିବେଶକୁ ଭକ୍ତିମୟ କରିଦେଇଥିବା ଦେଖିବାକୁ ମିଳିଥିଲା।ଯାହାକି ଓଡ଼ିଶାର ଅନ୍ୟ କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନ ମାନଙ୍କର ଦେଖିବାକୁ ମିଳି ନ ଥାଏ। 
   ଏଥିରେ ଭାଗନେଇ ମାଙ୍କୁ ଆରାଧନା କରିବା ସହିତ ନିଜ ପାଇଁ ମାଙ୍କ ନିକଟରେ ଭଲ ବୁଦ୍ଧି ବିଦ୍ୟା ମାଗିଥିବା କହିଛନ୍ତି।ଆହୁରି ମଧ୍ୟ ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ଆସୁଥିବାରୁ ସମସ୍ତେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାକୁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସେହି ଛାତ୍ରଛାତ୍ରୀ ମାନେ।
Laxmikanta das
Bhubaneswar
Visual already sent by WhatsApp
Please make it a package
Byte 1- Teacher -gangadhara sarangi
Byte2-Student-Srabani natal
Byte-3-Student-Rupa

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.