ETV Bharat / bharat

ସନ୍ଧ୍ୟା 6ଟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସନ୍ଧ୍ୟା 6ଟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ସନ୍ଧ୍ୟା 6ଟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
author img

By

Published : Oct 20, 2020, 1:13 PM IST

Updated : Oct 20, 2020, 1:47 PM IST

13:09 October 20

ସନ୍ଧ୍ୟା 6ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ସମ୍ବୋଧନ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ସନ୍ଧ୍ୟା 6 ଟାରେ ଦେଶକୁ ସମ୍ବୋଧନ କରିବେ। କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଅନେକ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ତେବେ ଆଜି ପୁଣି ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଏହା କହିଛନ୍ତି । ପ୍ରକାଶଥାଉକି, ଦେଶରେ କୋରୋନା ଭାଇରସକୁ ସଙ୍କଟ ଜାରି ରହିଛି । ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି।  

ଦେଶରେ ବର୍ତ୍ତମାନ ପର୍ବପର୍ବାଣୀର ସମୟ ।  ଏପରି ପରିସ୍ଥିତିରେ ସରକାର ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର । ଯଦିଓ କୋରୋନା ମାମଲା ହ୍ରାସ ଘଟିଛି କିନ୍ତୁ ପର୍ବପର୍ବାଣୀ ପାଇଁ ବଜାର ପୁଣି ଗହଳି ହେବାରେ ଲାଗିଛି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ କିଛି କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।  

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସମୟରେ ଦେଶବ୍ୟାପୀ କର୍ଫ୍ୟୁ,  ଲକଡାଉନ୍, କୋରୋନା ୱାରିୟର୍ସ ପାଇଁ ଦୀପ ଜାଳିବା ପାଇଁ ଜନତାଙ୍କୁ ଅନୁରୋଧ କରିଥିଲେ ।  

Last Updated : Oct 20, 2020, 1:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.