ETV Bharat / bharat

ସର୍ଦ୍ଦାର ସରୋବରରେ ଆଳତୀ କଲେ ମୋଦି

author img

By

Published : Sep 17, 2019, 11:54 AM IST

ସର୍ଦ୍ଦାର ସରୋବରରେ ମୋଦି । ନର୍ମଦାରେ ଆଳତୀ କରି ଦେଶବାସୀଙ୍କ ଶୁଭ ମନାସିଲେ ପ୍ରଧାନମନ୍ତ୍ରୀ ।ଏହାସହ ମୋଦି ନର୍ମଦାର ଗରୁଡେଶ୍ବର ଦତ୍ତ ମନ୍ଦିରରେ ପୂଜା କରିଛନ୍ତି ।

ଡିଜାଇନ ଫଟୋ

ଗାନ୍ଧୀନଗର: ଜନ୍ମଦିନରେ ଗୁଜୁରାଟ ଗସ୍ତ କରିଛନ୍ତି ମୋଦି । ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ସର୍ଦ୍ଦାର ସରୋବରେ ପହଞ୍ଚିଲେ ମୋଦି । ସେଠାରେ ପହଞ୍ଚିବା ପରେ ଆଳତୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ନର୍ମଦାର କାୱେଡିଆ ପରିଦର୍ଶନ ପରେ ସେ ସର୍ଦ୍ଦାର ସରୋବର ଡ୍ୟାମରେ ପହଞ୍ଚି ଆଳତୀ କରିଛନ୍ତି । ମୋଦିଙ୍କ ସ୍ବାଗତ ନେଇ ସୋମବାର ରାତିରୁ ଡ୍ୟାମକୁ ରଙ୍ଗୀନ ଆଲୋକ ଓ ପ୍ରବେଶ ପଥକୁ ଫୁଲରେ ସଜାଯାଇଥିଲା ।

ସର୍ଦ୍ଦାର ସରୋବରରେ ମୋଦି  Prime Minister Narendra Modi offers prayers  Modi offers prayers at Sardar Sarovar Dam
ଫଟୋ ସୌଜନ୍ୟ: ଟ୍ବିଟର@ANI

ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଅପେକ୍ଷା କରି ରହିଥିଲେ ସମର୍ଥକ ଓ ମୋଦି ପ୍ରେମୀ । ପୂର୍ବରୁ ପ୍ରସ୍ତୁତ ଥିଲେ ପୂଜକ । ମୋଦି ପହଞ୍ଚିବା ଜନ୍ମଦିନରେ ଆଳତୀ କରି ଦେଶବାସୀଙ୍କ ମଙ୍ଗଳକାମନା କରିଥିଲେ ନମୋ । ଏହାସହ ମୋଦି ନର୍ମଦାର ଗରୁଡେଶ୍ବର ଦତ୍ତ ମନ୍ଦିରରେ ପୂଜା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.