ETV Bharat / bharat

ଜି-20 ଶିଖର ସମ୍ମିଳନୀର ଯୋଗ ଦେବେ ମୋଦି - ମୋଦି

ଜି-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଆତଙ୍କବାଦ ରହିବ ମୁଖ୍ୟ ଆଲୋଚନାର ବିଷୟ ।

ଫାଇଲ ଫଟୋ
author img

By

Published : Jun 27, 2019, 8:43 AM IST

ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଜାପାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ସେ 2 ଦିନ ଧରି ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ। ମହିଳା ସଶକ୍ତିକରଣ ଓ ଆତଙ୍କବାଦ ପ୍ରସଙ୍ଗରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଜି-20 ଶିଖର ସମ୍ମିଳନୀରେ ସ୍ଥାନ ପାଇବ ।

ଜାପାନର ଆୟୋଜିତ ହେବାକୁ ଥିବା ଏହି ଦ୍ବି-ଦିବସୀୟ ଶିଖର ସମ୍ମିଳନୀ ଭାରତ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ। ନୂଆ ଭାରତ ଗଠନ କରିବା ଏହି ସମ୍ମିଳନୀ ବେଶ୍ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଭାରତ ବ୍ୟତୀତ ଜାପାନ, ଆମେରିକା ଏବଂ ଋଷ୍ ଭଳି ଆଦି ଅନେକ ରାଷ୍ଟ୍ର ଜି-20 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ।

Intro:Body:

csc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.