ETV Bharat / bharat

ଶୁଭ ଦୀପାବଳି: ଦେଶବାସୀଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପ-ରାଷ୍ଟ୍ରପତିଙ୍କ ସମେତ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ...

author img

By

Published : Oct 27, 2019, 8:14 AM IST

Updated : Oct 27, 2019, 12:55 PM IST

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଆଜି ଆଲୋକର ପର୍ବ ଦିପାବଳୀ । ଦିପାବଳୀ ପାଇଁ ସାରା ଦେଶ ଉତ୍ସବ ମୁଖର । ସବୁଠି ଚାଲିଛି ଦିପାବଳୀର ପ୍ରସ୍ତୁତି । ଏହି ଦିପାବଳୀ ଅବସରରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ହେଭିୱେଟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି ଶୁଭ ଦିପାବଳୀର ଦେଶବାସୀଙ୍କୁ ଶୁଭେଚ୍ଛା । ପବିତ୍ର ଦିପାବଳୀରେ ସମସ୍ତେ ପ୍ରେମ, ଶ୍ରଦ୍ଧା, ସହାନୁଭୁତି ମାଧ୍ୟମରେ ମିଳିମିଶି ଦିପାବଳୀ ପାଳନ କରିବା । ଏହାସହ ଦେଶର ନୀରିହ, ନିଷ୍ପେଶିତ ଲୋକଙ୍କ ଖୁସୀ ପାଇଁ ପ୍ରୟାସ କରିବା ।

PHOTO
ଫଟୋ ସୌଜନ୍ୟ: President of India

ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟ ଯୋଗେ ଦିପାବଳୀର ଶୁଭେଚ୍ଛା ଜଣାଇଛନ୍ତି । ଉପ-ରାଷ୍ଟ୍ରପତି କହିଛନ୍ତି ଅନ୍ଧକାର ଉପରେ ଆଲୋକର ବିଜୟ, ଅଜ୍ଞାନ ଉପରେ ଜ୍ଞାନର ବିଜୟ, ଅସମାନତା ଉପରେ ସମାନତାର ବିଜୟ ସହ ସମାଜରୁ ଭେଦଭାବ ବିଲୋପ ହେଉ, ସମସ୍ତଙ୍କୁ ଏହି ଦିପାବଳୀ ଉତ୍ତମ ସ୍ବାସ୍ଥ୍ୟ, ସମୃଦ୍ଧି ଆଣିଦେଉ ବୋଲି କହିଛନ୍ତି ଉପ-ରାଷ୍ଟ୍ରପତି ।

PHOTO
@VPSecretariat

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦେଶବାସୀ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଦୀପାବଳି ଅବସରରେ ଦେଶବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଲୋକର ଏହି ପର୍ବ ଆମ ସମସ୍ତଙ୍କର ଜୀବନରେ ନୂଆ ବିଶ୍ବାସ ନେଇକି ଆସୁ । ଆମ ଦେଶ ସବୁବେଳେ ସୁଖ, ସମୃଦ୍ଧିଓ ସୌଭାଗ୍ୟରେ ଆଲୋକିତ ହେଉ ।

fd
@narendra modi

ଆଲୋକର ପର୍ବ ଦିପାବଳୀର ଶୁଭେଚ୍ଛା ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଜଣାଇଛନ୍ତି । ଅମିତ ଶାହା ଟ୍ବିଟ କରି କହିଛନ୍ତି ଏହି ଦିପାବଳୀ ସମସ୍ତଙ୍କର ଜୀବନରେ ନୂଆ କିରଣ ଭରିଦେଉ । ସମସ୍ତ ଦେଶବାସୀଙ୍କୁ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତ ହେଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦିପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜନାଥ କହିଛନ୍ତି ଦିପାବଳୀ ସମସ୍ତଙ୍କର ଜୀବନରେ ସୁଖ, ସମୃଦ୍ଧି, ଉଲ୍ଲାସ ଭରି ଦେଉ ଏହା ହିଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା ।

PHOTO
@rajnathsingh

Intro:Body:

BLANK FOR LINK 

Conclusion:
Last Updated : Oct 27, 2019, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.