ETV Bharat / bharat

ପତ୍ନୀଙ୍କ ସହ ମାନିଲାରେ ରାଷ୍ଟ୍ରପତି କୋବିନ୍ଦ - president latest news

ପତ୍ନୀ ସବିତା କୋବିନ୍ଦଙ୍କ ସହ ମାନିଲା ବିମାନ ବନ୍ଦରରେ ରାଷ୍ଟ୍ରପତି କୋବିନ୍ଦ । ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଡିଜାଇନ ଫଟୋ
author img

By

Published : Oct 17, 2019, 5:21 PM IST

ମାନିଲା: 7 ଦିନିଆ ଜାପାନ- ଫିଲିପାଇନ୍ସ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ପତ୍ନୀ ସବିତା କୋବିନ୍ଦଙ୍କ ସହ ସେ ମାନିଲା ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଚୁକ୍ତିର ଆଲୋଚନା ନେଇ ଗସ୍ତ କରିଛନ୍ତି ରାଷ୍ଟ୍ରପତି । ଫିଲିପାଇନ୍ସର ଶାନ୍ତି ଶିକ୍ଷା କେନ୍ଦ୍ରରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତିର ଅନାବରଣ କରିବେ ରାଷ୍ଟ୍ରପତି । ଫିଲିପାଇନ୍ସ ରାଷ୍ଟ୍ରପତି ରଡ୍ରିଗୋ ରୋଆ ଡୁଟେର୍ଟଙ୍କ ଆମନ୍ତ୍ରଣ କ୍ରମେ 5 ଦିନ ଫିଲିପାଇନ୍ସ ଯାତ୍ରା କରିଛନ୍ତି କୋବିନ୍ଦ ।

ପୂର୍ବରୁ ଦିଲ୍ଲୀ ଏବଂ ମାନିଲା ଭିତରେ ଭଲ ସଂପର୍କ ରହିଛି । ବର୍ତ୍ତମାନ ଦୁଇ ଦେଶ ଭିତରେ ଅର୍ଥନୈତିକ ସଂପର୍କର ବିକାଶ କରିବା ନେଇ ରହିଛି ଲକ୍ଷ୍ୟ । ଏହାପରେ ଆକ୍ଟୋବର 21 ତାରିଖରେ ଟୋକିଓରେ ଅୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.