ETV Bharat / bharat

କୋରୋନା ମୁକାବିଲା ନେଇ ଆସନ୍ତାକାଲି ରାଷ୍ଟପତିଙ୍କ ଭିଡିଓ କନଫରେନ୍ସିଂ - covid19 combat

କୋରୋନା ମୁକାବିଲା ନେଇ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଆଲୋଚନା । ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ଭିଜିଓ କନଫରେନ୍ସିଂରେ ରାଜ୍ୟପାଳ ଏବଂ ପ୍ରଶାସନ କରିବେ ଆଲୋଚନା । ଅଧିକ ପଢନ୍ତୁ...

President Ram Nath Kovind & Vice President M Venkaiah Naidu will hold a video-conference from  Rashtrapati Bhavan tomorrow
କୋରୋନା ମୁକାବିଲା ନେଇ ଆସନ୍ତାକାଲି ରାଷ୍ଟପତିଙ୍କ ଭିଡିଓ କନଫରେନ୍ସିଂ
author img

By

Published : Apr 2, 2020, 11:35 PM IST

ନୂଆଦିଲ୍ଲୀ:ସାରା ଦେଶକୁ ଆତଙ୍କିତ କରି ରଖିଥିବା କୋରୋନା ନେଇ ଚିନ୍ତାରେ ସମସ୍ତେ । ଏହାର ମୁକାବିଲା ନେଇ କେଉଁ ନୂଆ ନିଷ୍ପତ୍ତି ନିଆଯିବା ନେଇ ଭିଡିଓ କନଫରେନ୍ସଂରେ ଆଲୋଚନା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଦେଶର ସବୁ ରାଜ୍ୟର ଲୋକଙ୍କ ସୁରକ୍ଷା ନେଇ ରାଜ୍ୟପାଳ ଓ ପ୍ରଶାସନ ସହ ହେବ ଆଲୋଚନା ।

ଆସନ୍ତାକାଲି ରାଷ୍ଟପ୍ରତି ଭବନରେ ହେବ ଏହି ଆଲୋଚନା । ରାଜ୍ୟରେ କିଭଳି ଲୋକଙ୍କୁ ଏହି ଭାଇରସ ସଂକ୍ରମଣକୁ ରୋକାଯାଇ ପାରିବ ସେନେଇ ନିଯ।ଯିବ ନୂଆ ପଦକ୍ଷେପ। ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭା ପରେ ସଂକ୍ରମଣ ବୃଦ୍ଧି ନେଇ ନୂତନ ପଦକ୍ଷେପ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି୍ଂରେ ଆଲୋଚନା କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.