ETV Bharat / bharat

26/11ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି - ଲସ୍କର-ଏ-ତଇବାର ଆତଙ୍କବାଦୀ

ଲୋମହର୍ଷଣକାରୀ 26/11 ଆତଙ୍କୀ ଆକ୍ରମଣକୁ ପୂରିଛି 11 ବର୍ଷ । ହେଲେ ଲିିଭିନି ଲୁହ, ହଜିନି ଦୁଃଖ । ଆଜିବି ସିହରୀ ଉଠୁଛି ହୋଟେଲ ତାଜ୍ । ମୃତକଙ୍କ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି।

president pays tribute
26/11 ମୁମ୍ବାଇର କଳାରାତି,ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଷ୍ଟ୍ରପତି
author img

By

Published : Nov 26, 2019, 12:12 PM IST

ମୁମ୍ବାଇ: ଆଜି ମୁମ୍ବାଇ ଆକ୍ରମଣକୁ ପୂରିଛି 11 ବର୍ଷ। 2008 ନଭେମ୍ବର 26 ଥିଲା ଭାରତ ଇତିହାସ ପାଇଁ କଳାଦିବସ। ମାତ୍ର କିଛି ମୂହୁର୍ତ୍ତ ମଧ୍ୟରେ 160ରୁ ଉର୍ଦ୍ଧ୍ବ ଲୋକ ଲସ୍କର-ଏ-ତଇବାର ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡିଥିଲେ ଓ 300 ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ।

ତେବେ ମନରୁ ଲିଭୁନଥିବା ଏହି କଳାରାତି ଆଜି ପୁଣି ସମସ୍ତଙ୍କ ସ୍ମୃତିପଟରେ ଉଜ୍ଜୀବିତ। ଆଜିର ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ 26/11ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆତଙ୍କବାଦର ନିପାତ ପାଇଁ ଦେଶକୁ ପ୍ରତିଶୃତି ବଦ୍ଧ ହେବାକୁ କହିଛନ୍ତି।

'ଏହି ଦିନରେ ଅନେକ ଲୋକ ନିଜ ପରିବାର ପ୍ରିୟଜନକୁ ହରାଇବା ସହ ସୁରକ୍ଷା କର୍ମୀମାନେ ନିଜ ଜୀବନକୁ ବାଜିଲଗାଇଥିଲେ' ବୋଲି ରାଷ୍ଟ୍ରପତି ଟ୍ବିଟ କରି ଲେଖିଛନ୍ତି। ଏହି ଦିନକୁ କେବେ ଭୁଲି ହେବନି କି ଦୋଷୀ କ୍ଷମା କରିହେବନି ବୋଲି ଟ୍ବିଟ କରି ଲେଖିଛନ୍ତି ସ୍ମୃତି ଇରାନୀ। ସେହିପରି ମହାରାଷ୍ଟ୍ର ରାଜ୍ୟପାଳ ଭଗବତ୍ ସିଂ କୋସ୍ୟାରି,ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୁମ୍ବାଇ ଆକ୍ରମଣରେ ମୃତକ ମାନଙ୍କୁ ପୋଲିସ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସୂଚନା ଅନୁସାରେ,ମୁମ୍ବାଇର ଐତିହାସିକ ରେଳଷ୍ଟେସନ ମେନ ହଲରେ ୨ ଜଣ ଆକ୍ରମଣକାରୀ ଆଖି ବନ୍ଦ କରି ଗୁଳି ଚଳାଇଥିଲେ । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୦୯ ଜଣ ଆହତ ହୋଇଥିଲେ । ଆତଙ୍କବାଦୀଙ୍କ ଟାର୍ଗେଟ କେବଳ ଶିବାଜୀ ଟର୍ମିନାଲ ନଥିଲା। ସେମାନେ ଦକ୍ଷିଣ ମୁମ୍ବାଇର ଲିଓପୋଲ୍ଡ କେଫ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ନଭେମ୍ବର ୨୯ ବେଳକୁ ୧୬୦ରୁ ଅଧିକ ଲୋକଙ୍କର ଜୀବନ ଦୀପ ଲିଭି ସାରିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.