ETV Bharat / bharat

ରାଷ୍ଟ୍ରପତିଙ୍କ 3 ଦିନିଆ ଉତ୍ତର-ପୂର୍ବ ଭାରତ ଗସ୍ତ - president kovind visit sikkim and meghalaya

ସିକିମ ଓ ମେଘାଳୟ ଗସ୍ତରେ ରାଷ୍ଟ୍ରପତି । 3 ଦିନିଆ ଗସ୍ତରେ ଯିବେ ରାମନାଥ କୋବିନ୍ଦ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 2, 2019, 9:17 AM IST

Updated : Nov 2, 2019, 10:05 AM IST

ନୂଆଦିଲ୍ଲୀ: ଆଜି ଠାରୁ ଉତ୍ତର-ପୂର୍ବ ଭାରତ ଗସ୍ତରେ ରାଷ୍ଟ୍ରପତି । 3 ଦିନିଆ ସିକିମ୍‌ ଓ ମେଘାଳୟ ଯିବେ ରାମନାଥ କୋବିନ୍ଦ । ରାଷ୍ଟ୍ରପତି ସଚିବାଳୟ ନିକଟରୁ ଏହି ସୂଚନା ଜାରି ହୋଇଛି ।

ନଭେମ୍ବର 3 ଅର୍ଥାତ ଆସନ୍ତାକାଲି ଗ୍ୟାଙ୍ଗଟକସ୍ଥିତ ସିକିମ ୟୁନିଭରସିଟିର 5ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ନଭେମ୍ବର 4ରେ ନର୍ଥ-ଇଷ୍ଟର୍ଣ୍ଣ ହିଲ ୟୁନିଭରସିଟିର 26ତମ ସମାବର୍ତ୍ତନ ସମାରୋହରେ ଉପସ୍ଥିତ ରହିବେ ରାଷ୍ଟ୍ରପତି ।

ସେପଟେ, ଆଜି ଠାରୁ 3 ଦିନିଆ ଥାଇଲାଣ୍ଡ ଗସ୍ତରେ ଯିବେ ମୋଦି । ଏସିଆନ-ଭାରତ ଶିଖର ସମ୍ମିଳନୀ ଏବଂ 14 ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Last Updated : Nov 2, 2019, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.