ETV Bharat / bharat

ଆହ୍ଲାବାଦ ହାଇକୋର୍ଟରେ 28 ସ୍ଥାୟୀ ବିଚାରପତି ନିଯୁକ୍ତ

author img

By

Published : Nov 18, 2020, 9:17 AM IST

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଆହ୍ଲାବାଦ ହାଇକୋର୍ଟର 28 ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ...

President appoints 28 permanent judges to Allahabad HC
ଆହ୍ଲାବାଦ ହାଇକୋର୍ଟରେ 28 ସ୍ଥାୟୀ ବିଚାରପତି ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ 28ଜଣ ଅତିରିକ୍ତ ବିଚାରପତିଙ୍କୁ ଆହ୍ଲାବାଦ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି । ଏନେଇ ମଙ୍ଗଳବାର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ନିଯୁକ୍ତ ବିଚାରପତିମାନେ ହେଲେ ଜଷ୍ଟିସ ପ୍ରକାଶ ପାଦିଆ,ଆଲୋକ ମାଥୁର,ପଙ୍କଜ ଭାଟିଆ,ସୌରଭ ଲାଭାନିଆ, ବିବେକ ବର୍ମା, ସଞ୍ଜୟ କୁମାର ସିଂହ, ପିୟୁଷ ଅଗ୍ରୱାଲ, ସୌରଭ ଶ୍ୟାମ ଶ୍ୟାମଶେରୀ, ଜସପ୍ରୀତ ସିଂହ,ରାଜୀବ ସିଂ, ମଞ୍ଜୁ ରାନୀ ଚୌହାନ,କରୁଣେଶ ସିଂହ ପାୱାର,ଡ.ଯୋଗେନ୍ଦ୍ର କୁମାର ଶ୍ରୀବାସ୍ତବ, ମନୀଷ ମାଥୁର, ରୋହିତ ରଞ୍ଜନ ଅଗ୍ରୱାଲ, ରାମକ୍ରିଷ୍ଣ ଗୌତମ, ଉମେଶ କୁମାର,ପ୍ରଦୀପ କୁମାର ଶ୍ରୀବାସ୍ତବ, ଅନିଲ କୁମାର,ରାଜେନ୍ଦ୍ର କୁମାର,ମୋହଦ ଫୈଜ ଆଲାମ ଖାନ,ବିକାଶ କୁନବାର ଶ୍ରୀବାସ୍ତବ,ବିରେନ୍ଦ୍ର କୁମାର ଶ୍ରୀବାସ୍ତବ, ସୁରେଷ କୁମାର ଗୁପ୍ତା,ନରେନ୍ଦ୍ର କୁମାର ଜୋହରୀ, ରାଜବୀର ସିଂ, ଶ୍ରୀ ଦେବୀ ଏବଂ ଅଜିତ ସିଂ ।

ସମସ୍ତ ବିଚାରପତି ଦୁଇ ବର୍ଷ ଅବଧି ପାଇଁ ଆହ୍ଲାବାଦ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ସମସ୍ତଙ୍କ କାର୍ଯ୍ୟକାଳ ନଭେମ୍ବର 22,2020ରେ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.