ETV Bharat / bharat

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥାରେ ଆସୁନାହିଁ ସୁଧାର: ଆର୍ମି ହସ୍ପିଟାଲ

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ସ୍ଥିତିରେ କୌଣସି ସୁଧାର ଆସି ନାହିଁ । ତାଙ୍କର ଶ୍ବାସତନ୍ତ୍ରରେ ସଂକ୍ରମଣ ହୋଇଛି, ତାହାର ଚିକିତ୍ସା ଚାଲିଛି ।

author img

By

Published : Aug 22, 2020, 9:09 PM IST

Pranab Mukherjee deeply comatose, vital parameters stable: Army Hospital

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ସ୍ଥିତିରେ କୌଣସି ସୁଧାର ଆସି ନାହିଁ । ତାଙ୍କର ଶ୍ବାସତନ୍ତ୍ରରେ ସଂକ୍ରମଣ ହୋଇଛି । ତାହାର ଚିକିତ୍ସା ଚାଲିଛି । ଏହି ସୂଚନା ଦେଇଛନ୍ତି ଦିଲ୍ଲୀ କ୍ୟାଣ୍ଟ ସ୍ଥିତ ଆର୍ମି ରିସର୍ଚ ଆଣ୍ଡ ରେଫରଲ ହସ୍ପିଟାଲ । ସେ ଭେଣ୍ଟିଲିଟରରେ ହିଁ ରହିଛନ୍ତି ।

ସୂଚନାଥାଉକି, 10 ଅଗଷ୍ଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା । ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ମଧ୍ୟ ଆସିଥିଲା । ଏହାପରେ ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.