ETV Bharat / bharat

ପୁଣି ଦୁର୍ବଳ ଦିଲ୍ଲୀ ବାୟୁ, ଲୋଧି ରୋଡରେ ପ୍ରଦୂଷଣର ମାତ୍ରା 244 - ଲୋଧି ରୋଡରେ ପ୍ରଦୂଷଣର ମାତ୍ରା 244

ପୁଣି ଦୁର୍ବଳ ସ୍ଥିତିରେ ଦିଲ୍ଲୀର ବାୟୁ। ଦିନକୁ ଦିନ ଶୀତ ସହ ବଢୁଛି ପ୍ରଦୂଷଣର ମାତ୍ରା। ଆଗକୁ ପଢନ୍ତୁ...

poor category in delhi  Lodhi Road area
ଲୋଧି ରୋଡରେ ପ୍ରଦୂଷଣର ମାତ୍ରା 244
author img

By

Published : Jan 14, 2020, 8:07 AM IST

ନୂଆଦିଲ୍ଲୀ: ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ । ବିଶେଷ କରି ରାଜଧାନୀ ଦିଲ୍ଲୀ ଏହା ଦ୍ବାରା ପ୍ରଭାବିତ ହୋଇଛି। ହାଡଭଙ୍ଗା ଜାଡ ସହ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅଣନିଶ୍ବାସୀ କରି ପକାଇଲାଣି। ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ସ୍ତର ଦୁର୍ବଳସ୍ଥିତିରେ ରହିଛି।

ଲୋଧି ରୋଡ ଅଞ୍ଚଳରେ ଆଜି ଏୟାର କ୍ବାଲିଟି ଇଣ୍ଡେକ୍ସ ଅନୁସାରେ ପିଏମ 2.5ରେ ପ୍ରଦୂଷଣର ମାତ୍ରା 244 ଏବଂ ପିଏମ 10 ଅନୁସାରେ 239 ରହିଛି। ପ୍ରଦୂଷଣ ସହ ପ୍ରବଳ ଶୀତ ଲୋକଙ୍କ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ଘରୁ ବାହାରକୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି।

କେବଳ ଏତିକି ନୁହେଁ ଏହାଦ୍ବାରା ସ୍ଥାନୀୟ ରାଜ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଇଛି। ଗତମାସରେ ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଥିଲା ଯେ, ବିନା ମାସ୍କରେ ଲୋକେ ଘରୁ ବାହାରକୁ ବାହାରୁନଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.