ମୀରଟ: ନାଗରିକ ସଂଶୋଧନ ଆଇନ (ସିଏଏ ) କୁ ନେଇ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପୋଲିସ ଅଟକାଇଛି । ମୀରଟର ପ୍ରତାପପୁର ବାଇପାସ ରୋଡରୁ ପୋଲିସ ସହର ଭିତରକୁ ଯିବା ପାଇଁ ମନା କରିଦେଇଛି। ସିଏଏକୁ ନେଇ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶରେ ବିଭିନ୍ନ ସ୍ଥାନରେ ସିଏଏ ବିରୋଧରେ ଆନ୍ଦୋଳନ ଓ ହିଂସା ହୋଇଥିଲା । କେତେକ ଅଞ୍ଚଳରେ 144 ଧାରା ଜାରି କରାଯାଇଥିଲା। ଏହି ହିଂସାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।
ପ୍ରିୟଙ୍କା ଓ ରାହୁଲଙ୍କୁ ରୋକିଲା ମୀରଟ ପୋଲିସ - ନାଗରିକ ସଂଶୋଧନ ଆଇନ
ମୀରଟ ଗସ୍ତରେ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସ ରାଜ୍ୟର ପ୍ରତାପପୁର ବାଇପାସ ରୋଡରେ ଅଟକାଇଛି।
ମୀରଟ: ନାଗରିକ ସଂଶୋଧନ ଆଇନ (ସିଏଏ ) କୁ ନେଇ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପୋଲିସ ଅଟକାଇଛି । ମୀରଟର ପ୍ରତାପପୁର ବାଇପାସ ରୋଡରୁ ପୋଲିସ ସହର ଭିତରକୁ ଯିବା ପାଇଁ ମନା କରିଦେଇଛି। ସିଏଏକୁ ନେଇ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶରେ ବିଭିନ୍ନ ସ୍ଥାନରେ ସିଏଏ ବିରୋଧରେ ଆନ୍ଦୋଳନ ଓ ହିଂସା ହୋଇଥିଲା । କେତେକ ଅଞ୍ଚଳରେ 144 ଧାରା ଜାରି କରାଯାଇଥିଲା। ଏହି ହିଂସାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।
[24/12 1:22 pm] +91 98977 99794: मेरठ में प्रियंका गांधी के दौरे को देखते हुए भारी संख्या में पुलिस फोर्स तैनात, मौके पर लोगों की भीड़।
[24/12 1:28 pm] +91 94127 85769: मेरठ -हिंसा मामले में मृतको के परिजनों से मिलने पहुंचेंगी प्रियंका
इमरान मसूद मेरठ पहुंचे,
मेरठ के खत्ता रोड पर पहुंचेगी प्रियंका
[24/12 1:34 pm] +91 98977 99794: Meeerut police ne Rahul Gandhi aur Priyanka ko pratapur per roka
[24/12 1:38 pm] +91 98977 99794: मेरठ के परतापुर बाईपास के पास से प्रियंका व राहुल गांधी को पुलिस ने मेरठ में दाखिल होने से किया मना राहुल गांधी ने कहा आखिर पुलिस हमें पीड़ितों से क्यों नहीं मिलने दे रही है
[24/12 1:40 pm] +91 98977 99794: राहुल गांधी और प्रियंका दोनों को पुलिस ने वापस भेजा
Conclusion: