ETV Bharat / bharat

ବିଜାପୁର ପୋଲିସକୁ ସଫଳତା, ଏନକାଉଣ୍ଟରରେ 2 ମାଓବାଦୀ ନିହତ

ବିଜାପୁର ପୋଲିସ ଏନକାଉଣ୍ଟରରେ 2 ମାଓବାଦୀ ନିହତ । ମାଓବାଦୀଙ୍କ ଅବସ୍ଥିତିକୁ ନେଇ ପୋଲିସ ପକ୍ଷରୁ ସେଠାରୁ କୁମ୍ବିଂ କରାଯାଇଥିଲା । ପୋଲିସ ଗୁଳିରେ 2 ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି ।

author img

By

Published : Apr 21, 2019, 10:16 AM IST

Updated : Apr 21, 2019, 10:29 AM IST

ପ୍ରତିକାତ୍ମକ ଫଟୋ

ବିଜାପୁର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜାପୁରରେ ପୋଲିସକୁ ବଡ ସଫଳତା । ପୋଲିସ ଗୁଳିରେ ନିହତ ହୋଇଛନ୍ତି 2ଜଣ ନକ୍ସଲ । ଛତିଶଗଡର ମପାମେଡ୍‌ ଅଞ୍ଚଳରେ ବିଜାପୁର ପୋଲିସ ଓ ଗ୍ରେହାଉଣ୍ଡ ମଧ୍ୟରେ ମିଳିତ ଅପରେସନ ଚାଲିଥିବା ବେଳେ ପୋଲିସକୁ ମିଳିଛି ଏହି ସଫଳତା ।

ଘଟଣା ସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସମେତ ମୃତଦେହକୁ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଗୋବର୍ଦ୍ଧନ ଠାକୁର ।

Intro:Body:Conclusion:
Last Updated : Apr 21, 2019, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.