ETV Bharat / bharat

ଆଲିଗଡ ମୁସଲିମ ୟୁନିଭର୍ସିଟିରେ ପହଞ୍ଚିଲା ଜାମିୟାମିଲିୟା ନିଆଁ

author img

By

Published : Dec 15, 2019, 11:21 PM IST

ଜାମିୟା ମିଲିୟା ପରେ ଆଲିଗଡ ମୁସଲିମ ୟୁନିଭର୍ସିଟିରେ ପହଞ୍ଚିଛି ପ୍ରଦର୍ଶନର ହିଂସା । ପ୍ରଦର୍ଶନକାରୀ ପୋଲିସକୁ ପଥର ମାଡ କରିଥିବା ମଧ୍ୟ ସୂଚନା ମିଳିଛି । ସେପଟେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।

ଆଲ୍ଲିଗଡ ମୁସଲିମ ୟୁନିଭର୍ସିଟି
ଆଲ୍ଲିଗଡ ମୁସଲିମ ୟୁନିଭର୍ସିଟି ପହଞ୍ଚିଲା ଜାମିୟାମିଲିୟା ହିଂସା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସା ପ୍ରଦର୍ଶନ ପୂର୍ବୋତ୍ତରରୁ ନେଇ ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ଜାମିୟାମିଲିୟା ବିଶ୍ବବିଦ୍ୟାଳୟରେ ଚାଲିଥିବା ଛାତ୍ରଙ୍କ ହିଂସା ପ୍ରଦର୍ଶନ ଏବେ ଆଲିଗଡ ମୁସଲିମ ୟୁନିଭର୍ସିଟିରେ ପହଞ୍ଚି ସାରିଛି । ଏଏମୟୁ କ୍ୟାମ୍ପସ ବାହାରେ ପ୍ରଦର୍ଶନକାରୀ ପ୍ରଦର୍ଶନ କରିଥିବା ଜଣାପଡିଛି । ଏହା ସହ ପ୍ରଦର୍ଶନକାରୀ ପୋଲିସ ଉପରକୁ ପଥର ଫିଙ୍ଗିଥିବା ମଧ୍ୟ ସୂଚନା ମିଳିଛି । ଅନ୍ୟପକ୍ଷେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ।

ଦିଲ୍ଲୀରେ ଧିରେଧିରେ ପ୍ରଦର୍ଶନ ବ୍ୟାପକ ହେବାକୁ ଲାଗିଛି । ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ କୌଣସି ବି ଗୁଜବ ଉପରେ ଧ୍ୟାନ ନ ଦେବାକୁ ଦିଲ୍ଲୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.