ETV Bharat / bharat

କିନ୍ନରଙ୍କୁ ରାସନ ଯୋଗାଉଛି ପୋଲିସ

author img

By

Published : Apr 5, 2020, 2:34 PM IST

ଲୋକଙ୍କୁ ସୁରକ୍ଷା ଦେବା ସହ କିନ୍ନର ଗୋଷ୍ଠୀଙ୍କୁ ରାସନ ଯୋଗାଉଛି ପୋଲିସ । ଅଧିକ ପଢନ୍ତୁ...

କିନ୍ନରଙ୍କୁ ରାସନ ଯୋଗାଉଛି ପୋଲିସ
କିନ୍ନରଙ୍କୁ ରାସନ ଯୋଗାଉଛି ପୋଲିସ

ହାଇଦ୍ରାବାଦ: ଲକଡାଉନରେ ଦିନ ରାତି ଅହରହ ଲୋକଙ୍କ ସେବାରେ ପୋଲିସ କର୍ମଚାରୀ । ଲୋକଙ୍କୁ ଘରୁ ନବାହାରିବା ସହ ସଚେତନ ହେବାକୁ ଦେଉଛନ୍ତି ପରାମର୍ଶ । କେବଳ ଏତିକି ନୁହେଁ ସାଇବରାବାଦ ପୋଲିସ କିନ୍ନର ଗୋଷ୍ଠୀଙ୍କୁ ରାସନ ଯୋଗାଇ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ହାଇଦ୍ରାବାଦର ସନତନଗରରେ ରହୁଥିବା ବିଭିନ୍ନ କିନ୍ନର ଗୋଷ୍ଠୀଙ୍କ ସହ ଶନିବାର ପୋଲିସ ଅଧିକାରୀ ଏକ ବୈଠକ କରିଥିଲେ । ଲୋକଙ୍କୁ ରାସନ, ଟଙ୍କା ସହ ରାସନ କିଣିବା ପାଇଁ ପାସ ମଧ୍ୟ ଯୋଗାଇଦେଇଥିଲେ । ପାଖାପାଖି 250 ଜଣଙ୍କୁ ପାସ ଦିଆଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ଅତିଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ପୋଲିସ ଚେତାଇଥିବା ଜଣାପଡିଛି । ତେଲେଙ୍ଗାନାରେ ଏବେ ସୁଦ୍ଧା 272 ଜଣ ସଂକ୍ରମିତ ହୋଇଥିବାବେଳେ 11 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.