ହରିଦ୍ବାର: ଗୁରୁବାର ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ଲୋକକୁ ଗିରଫ କରାଯାଇଛି । ଟ୍ରେନ ବଗିରେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏ ଘଟଣାରେ ଜଡିତ ଅଭିଯୁକ୍ତର ପରିଚୟ ମିଳିନଥିବା ବେଳେ, ଟ୍ରେନରେ ନିଆଁ ଲଗାଇଥିବା ନେଇ ସ୍ବୀକାର କରିଛି ସେ।
ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନ ଅଗ୍ନିକାଣ୍ଡ ଘଟଣାରେ ଜଣେ ଗିରଫ - ଋଷିକେଶ- ଦିଲ୍ଲୀ ପାସେଞ୍ଜର ଟ୍ରେନ ଅଗ୍ନିକାଣ୍ଡ ଘଟଣା
ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ଲୋକକୁ ଗିରଫ କରାଯାଇଛି।
![ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନ ଅଗ୍ନିକାଣ୍ଡ ଘଟଣାରେ ଜଣେ ଗିରଫ uttarakhand](https://etvbharatimages.akamaized.net/etvbharat/prod-images/768-512-5210742-thumbnail-3x2-collage.jpg?imwidth=3840)
ଫଟୋ ସୌଜନ୍ୟ: ଏଏନଆଇ
ହରିଦ୍ବାର: ଗୁରୁବାର ଋଷିକେଶ-ଦିଲ୍ଲୀ ପାସେଞ୍ଜର ଟ୍ରେନରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ଲୋକକୁ ଗିରଫ କରାଯାଇଛି । ଟ୍ରେନ ବଗିରେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏ ଘଟଣାରେ ଜଡିତ ଅଭିଯୁକ୍ତର ପରିଚୟ ମିଳିନଥିବା ବେଳେ, ଟ୍ରେନରେ ନିଆଁ ଲଗାଇଥିବା ନେଇ ସ୍ବୀକାର କରିଛି ସେ।
Intro:Body:
Conclusion:
BLANK FOR LINK
Conclusion:
TAGGED:
ଜଣେ ଗିରଫ