ETV Bharat / bharat

ହନି ଟ୍ରାପ ମାମଲାରେ 3 ମହିଳା ଗିରଫ - ହନି ଟ୍ରାପ ମାମଲାରେ 3 ମହିଳା ଗିରଫ

ହନି ଟ୍ରାପ ମାମଲାରେ 3 ମହିଳା ଗିରଫ । ଏମାନଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ । ଗିରଫ ମହିଳାମାନେ ଜଣେ ବ୍ୟବସାୟୀଙ୍କୁ ଲୁଟିବାକୁ ଉଦ୍ୟମ କରୁଥିଲେ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 30, 2019, 8:45 PM IST

ଜୟପୁର: ହନି ଟ୍ରାପ ମାମଲାରେ 3 ମହିଳା ଗିରଫ । ଏମାନଙ୍କୁ ରାଜସ୍ଥାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏହି ହନି ଟ୍ରାପ ମାମଲା ତଦନ୍ତ କରି ଗୋଟିଏ ଗ୍ୟାଙ୍ଗକୁ ଠାବ କରିଥିଲା । ଉକ୍ତ ଗ୍ୟାଙ୍ଗ ଉପରେ ଚଢାଉ କରି ପୋଲିସ 3 ଜଣ ମହିଳାଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚୁରା ଜାରି ରଖିଛି । ତେବେ ଏମାନେ ନିରୀହ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଥିଲେ ।

ମିଳିଥିବା ସୂଚନା ମୁତାବକ ଜଣେ ବ୍ୟବସାୟୀଙ୍କୁ ଦୁଷ୍କର୍ମର ଭୟ ଦେଖାଇ ଟଙ୍କା ମାଗୁଥିଲେ ଗିରଫ ମହିଳାମାନେ। ଗିରଫ ମହିଳା ମାନେ ଥାନାରେ ଦୁଷ୍କର୍ମ ମାମଲା ମଧ୍ୟ ଦେଇଥିଲେ। ତେବେ ଏଥିରୁ ବଞ୍ଚିବା ପାଇଁ ବ୍ୟବସାୟୀ ଜଣକ କିଛି ଟଙ୍କା ମହିଳାମାନଙ୍କୁ ଦେଇଥିଲେ । ତେବେ ମହିଳାମାନେ ଆହୁରି 15 ଲକ୍ଷ ଟଙ୍କା ଦାବି କରିଥିଲେ । ଫଳରେ ବ୍ୟବସାୟୀ ଜଣକ ପୋଲିସର ସହାୟତା ନେଇଥିଲେ।

ପରେ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲା । ପୋଲିସର କହିବା ମୁତାବକ ମହିଲାମାନଙ୍କୁ ଗିରଫ କରିବା ପାଇଁ ବ୍ୟବସାୟୀ ଜଣକ ଏକ ହୋଟେଲ ନିକଟକୁ ଯାଇଥିଲେ । ସେଠାରେ ଟଙ୍କ ଦେବାନେବା ସମୟରେ ପୋଲି, ଚଢାଉ କରି ଏହି 3 ମହିଳାଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପୋଲିସ ପଚରାଉଚୁରା ଜାରି ରଖିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.