ETV Bharat / bharat

ଭାରତୀୟ ସେନାର ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି - ଭାରତୀୟ ସେନାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ତିନି ସେନା କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଏହି ସେନାଙ୍କୁ କୋଭିଡ-19ରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଭାରତୀୟ ସେନାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 2, 2020, 10:40 AM IST

Updated : May 2, 2020, 1:50 PM IST

ନୂଆଦିଲ୍ଲୀ: ତିନି ସେନା ପକ୍ଷରୁ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ । ମେ 3ରେ ସମସ୍ତ ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫ, ପୋଲିସ କର୍ମଚାରୀଙ୍କୁ ବିଶେଷ ରୂପରେ ଧନ୍ୟବାଦ ଦିଆଯିବ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିିଡିଏସ) ମୁଖ୍ୟ ବିପିନ ରାୱତ ଘୋଷଣା କରିଛନ୍ତି । ଯାହାକୁ ସ୍ବାଗତଯୋଗ୍ୟ ପଦକ୍ଷେପ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଫ୍ରଣ୍ଟ ଲାଇନର୍ସଙ୍କ ଅଦ୍ୟମ ସାହସ ବଳରେ ଭାରତ କୋଭିଡ-19ରୁ ମୁକାବିଲା କରୁଛନ୍ତି । ରୋଗୀଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ସୁସ୍ଥ କରିବାରେ ସଫଳ ହେଇଛନ୍ତି । ସେମାନେ ଚମତ୍କାର । ଦେଶ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସମ୍ମାନ ଜଣାଉଛି ।

ଏହା ସହ ପିଏମ କହିଛନ୍ତି, ସଶସ୍ତ୍ର ସେନା ବଳ ଦେଶକୁ ସୁରକ୍ଷା ଦେଇଆସୁଛନ୍ତି । ବିପଦ ସମୟରେ ସର୍ବଦା ଆଗରେ ରହିଛନ୍ତି । ସେନାବଳ ମହାମାରୀ କୋରୋନାର ମୁକାବିଲା ଭିନ୍ନ ଅନ୍ଦାଜରେ କରୁଛି । ଭାରତକୁ କୋରୋନା ମୁକ୍ତ କରିବାରେ ଫ୍ରଣ୍ଟଲାଇନର ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

Last Updated : May 2, 2020, 1:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.