ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ଏବେ ବି ଅବିବାହିତ: କୈଳାସ ବିଜୟ ବର୍ଗିୟ - kaislash vijaywargiya on modi

ପ୍ରଧାନମନ୍ତ୍ରୀ ମୋଦି ଏବେ ବି ଅବିବାହିତ ଥିବା ବୟାନ ଦେଇ ଚର୍ଚ୍ଚାରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗିୟ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି ଏବେ ବି ଅବିବାହିତ: କୈଳାସ ବିଜୟ ବର୍ଗିୟ
ପ୍ରଧାନମନ୍ତ୍ରୀ ମୋଦି ଏବେ ବି ଅବିବାହିତ: କୈଳାସ ବିଜୟ ବର୍ଗିୟ
author img

By

Published : Feb 3, 2020, 1:20 AM IST

ଇନ୍ଦୋର: ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗିୟଙ୍କ ପୁଣି ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ନିକଟରେ ଚୁଡା ଖାଇବାକୁ ନେଇ ବିବାଦୀୟ ବୟାନ ଦେଇଥିବା କୈଳାସ ଏଥର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ବୟାନ ଦେଇଛନ୍ତି । କୈଳାସଙ୍କ ବୟାନକୁ ଯଦି ସଠିକ ବୋଲି କୁହାଯାଏ ତେବେ ଦେଶର ପ୍ରଧାନମନ୍ତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦେଶ ଭକ୍ତିର ନିଶା ଯୋଗୁଁ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏବେ ବି ଅବିବାହିତ: କୈଳାସ ବିଜୟ ବର୍ଗିୟ

ନିକଟରେ ଚୁଡା ଖାଇବାକୁ ନେଇ କୈଳାସ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ଯେ ଘର କାମ କରୁଥିବା ମିସ୍ତ୍ରୀ ଅଧିକ ଚୁଡା ଖାଉଥିଲେ, ଏଥିରୁ ଜଣାପଡିଲା ଯେ ମିସ୍ତ୍ରୀ ଜଣକ ବାଂଲାଦେଶୀ । କୈଳାସଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନର ବୟାନରେ କୈଳାସ କହିଛନ୍ତି ଯେ ଯୁବକଙ୍କ ପାଖରେ ଦେଶଭକ୍ତିର ନିଶା ରହିବା ଦରକାର । ଏହି ନିଶା ଦେଶର ପ୍ରଧାନମନ୍ତ୍ରୀଙ୍କୁ ଘାରିଛି । ତେବେ ପ୍ରଧାନମନ୍ତ୍ରୀ ବିବାହ କରିସାରିଥିବା ବେଳେ କୈଳାସଙ୍କ ମନ୍ତବ୍ୟ ଦଳରେ ଚିନ୍ତାକୁ ବଢାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:भाजपा के राष्ट्रीय महासचिव कैलाश विजयवर्गीय इन दिनों अपने बेतुके बयानों के कारण सुर्खियों में हैं। हाल ही में पोहा विवाद के बाद उन्होंने रविवार को फिर एक बयान दिया है जो चर्चा में है। कैलाश विजयवर्गीय के बयान को सही माने तो देश के प्रधानमन्त्री अब तक कुंवारे है। उन्हें देशभक्ति का नशा है जिसके चलते उन्होंने अब तक शादी नहीं की है।Body:भाजपा के राष्ट्रीय महासचिव कैलाश विजयवर्गीय ने हाल ही एक कार्यक्रम के दौरान मंच से कहा था कि उनके घर में काम करने वाला अधिक पोहा खाता था,जिसके चलते उन्हें पता चला कि यह बांग्लादेशी है, इस बयान के बाद पुरे देश में इस बयान पर सोशल मीडिया पर कैलाश विजयवर्गीय काफी ट्रोल हुए थे। अब कैलाश विजयवर्गीय ने एक नया बयान दिया है जो चर्चा का विषय बन गया है। रविवार को इंदौर में मैराथन के समापन अवसर पर जब कैलाश विजयवर्गीय मंच से संबोधित कर रहे थे तो उन्होंने युवाओं को नशे से दूर रहने की नसीहत दी। इस दौरान उन्होंने कहा कि नशा देशभक्ति का होना चाहिए, जैसा देश के प्रधानमंत्री को है। फिर जो उन्होंने कहा वो चर्चा का विषय बन गया। कैलाश विजयवर्गीय ने कहा कि ऐसा नशा भी किस काम की आदमी शादी ही न करें, कैलाश विजयवर्गीय की बात सुनते ही नेहरू स्टेडियम में मौजूद लोग आपस में चर्चा करने लगे की मोदी जी की तो शादी हो चुकी है फिर इस तरह का बयान क्यों। भाजपा के राष्ट्रीय महासचिव के यह दोनों बयान भाजपा के वरिष्ठ नेताओं के लिए परेशानी का कारण बन गए हैं।

एक्सटेंशनConclusion:कैलाश विजयवर्गीय के इस बयान के बाद कांग्रेस ने भी हमला बोला है कांग्रेस ने कहा है कि नरेंद्र मोदी के द्वारा चुनाव घोषणा पत्र में उनकी शादी होने की बात कही गई थी और अब भाजपा के नेता इससे मना कर रहे हैं
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.