ETV Bharat / bharat

ନୂତନ ବର୍ଷ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା

author img

By

Published : Jan 1, 2020, 9:02 AM IST

Updated : Jan 1, 2020, 1:02 PM IST

2020 ଅର୍ଥାତ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ହୋଇଛି। ନୂତନବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

pm-narendra-modi
ଫାଇଲ ଫଟୋ

ନୂଆଦିଲ୍ଲୀ: 2020 ଅର୍ଥାତ ନୂତନ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ହୋଇଛି। ନୂତନ ବର୍ଷର ଆଗମନରେ ଦେଶବ୍ୟାପି ଖୁସିର ଲହରି ଖେଳିଯାଇଛି । ସମସ୍ତେ ବର୍ଷର ପ୍ରଥମ ଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ନୂଆବର୍ଷ ଉପଲକ୍ଷେ ଛୋଟରୁ ବଡ ସମସ୍ତ ବର୍ଗର ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ପରସ୍ପରର ମଙ୍ଗଳକାମନା କରୁଛନ୍ତି । ନୂତନବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

pm-narendra-modi
ଫଟୋ ସୌଜନ୍ୟ: ଟ୍ବିଟର

ସେ ଟ୍ବିଟ କରି କହିଛନ୍ତି, 'ବର୍ଷ 2020 ସମସ୍ତଙ୍କ ଜୀବନକୁ ଆନନ୍ଦ ଏବଂ ଉଲ୍ଲାସରେ ଭରିଦେଉ । ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ସମସ୍ତଙ୍କ ଆକାଂକ୍ଷା ପୂର୍ଣ୍ଣ ହେଉ । ଆପଣ ସମସ୍ତଙ୍କୁ ନୂତନ ବର୍ଷ 2020ର ହାର୍ଦ୍ଦିକ ଶୁଭେଚ୍ଛା ।'

pm-narendra-modi
ଫଟୋ ସୌଜନ୍ୟ: ଟ୍ବିଟର

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରର ମଙ୍ଗଳ କାମନା କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, 'ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା । ନୂଆ ଦଶନ୍ଧି ଏବଂ ନୂଆବର୍ଷ ଦୃଢ ଭାରତ ଗଠନ ପ୍ରତି ଆମ ପ୍ରତିବଦ୍ଧତାକୁ ନବୀକରଣ କରିବାର ଏକ ସୁଯୋଗ । 2020 ଦେଶପାଇଁ ଏବଂ ଦେଶବାସୀଙ୍କ ପାଇଁ ଖୁସି, ଶାନ୍ତି ଏବଂ ସମୃଦ୍ଧି ଆଣୁ । 'ଏହା ବ୍ୟତୀତ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

pm-narendra-modi
ଫଟୋ ସୌଜନ୍ୟ: ଟ୍ବିଟର
pm-narendra-modi
ଫଟୋ ସୌଜନ୍ୟ: ଟ୍ବିଟର

ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ନୂଆବର୍ଷ ଉପଲକ୍ଷେ ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, 'ଆପଣ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା । ଏହି ବର୍ଷ ଆପଣଙ୍କମାନଙ୍କ ପାଇଁ ଭଲ ହେଉ । 2020ର ସ୍ବାଗତ । '

Intro:Body:

zdfbvgdbgv

Conclusion:
Last Updated : Jan 1, 2020, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.