ETV Bharat / bharat

ଏସସିଓ ବୈଠକରେ ପୁଟିନ-ମୋଦି ଭେଟ: ସମ୍ମାନ ପାଇଁ ଋଷକୁ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସକେକରେ ଆୟୋଜିତ ଏସସିଓ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ବୈଠକ ଭିନ୍ନ ମୋଦି ବ୍ୟକ୍ତିଗତ ଭାବରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି ।

author img

By

Published : Jun 13, 2019, 10:51 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସକେକରେ ଆୟୋଜିତ ଏସସିଓ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି । ଏହି ବୈଠକ ଭିନ୍ନ ମୋଦି ବ୍ୟକ୍ତିଗତ ଭାବରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି । ଏହାସହ ମୋଦି ଋଷଠାରୁ ମିଳିଥିବା ସମ୍ମାନ ପାଇଁ କୃତଜ୍ଞତା ଜଣାଇବା ସହ ଭାରତ ସହ ମିଶି କାମ କରୁଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ପିଏମ୍‌ ମୋଦି ଓ ପୁଟିନଙ୍କ ମଧ୍ୟରେ ସାକ୍ଷାତ ପୂର୍ବରୁ ଉଭୟ ଉଭୟଙ୍କୁ କୋଳାଗ୍ରତ କରିଥିଲେ ।

vladimir-putin
ଫଟୋ ସୌଜନ୍ୟ: ଏନଆଇ

ଏହି ଭେଟରେ ମୋଦି ନିଜ ମନ କଥା କହିଛନ୍ତି । ମୋଦି କହିଛନ୍ତି ଯେ, ଆପଣ ମୋର ବିଜୟୀ ହେବା ନେଇ ଭବିଷ୍ୟବାଣୀ କରିଥିଲେ । ଆପଣଙ୍କ ଭଳି ଜଣେ ଅତି ଘନିଷ୍ଠ ଓ ପୁରୁଣା ବନ୍ଧୁ ମିଳିଥିବାରୁ ମୋତେ ଶକ୍ତି ମିଳୁଛି ବୋଲି କହିଛନ୍ତି ମୋଦି । ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ଦେଇଥିବା ମୋଦି ଋଷ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

vladimir-putin
ଫଟୋ ସୌଜନ୍ୟ: ଏନଆଇ

ଏହାସହ ମୋଦି ଆମେଥିରେ ଭାରତ ଏବଂ ରୁଷ୍‌ର ମିଳିତ ପ୍ରକଳ୍ପ ଏକେ ୨୦୩ ଆସଲ୍ଟ ରାଇଫଲ୍ ନିର୍ମାଣ ୟୁନିଟ୍‌ ପାଇଁ ଋଷିଆକୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏନଆଇ

ଏହି ସାକ୍ଷତାକାରରେ ପୁଟିନ ମୋଦିଙ୍କୁ ଋଷ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏହି ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି । ଏଥିସହ ମୋଦି ସେପ୍ଟେମ୍ବର ଆରମ୍ଭରେ ଋଷ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

Intro:Body:

zn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.