ETV Bharat / bharat

ମିଲିନ୍ଦଙ୍କୁ ମୋଦିଙ୍କ ଥ୍ୟାଙ୍କ ୟୁ ନୋଟ

author img

By

Published : Sep 24, 2019, 11:10 AM IST

ପୂର୍ବତନ କଂଗ୍ରେସ ନେତା ମିଲିନ୍ଦ ଦେଓରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ । ମୋଦିଙ୍କୁ ପ୍ରଂଶସା କରି ଟ୍ବିଟ କରିଥିଲେ ମିଲିନ୍ଦ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ମିଲିନ୍ଦ ଦେଓରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଥ୍ୟାଙ୍କ ୟୁ ନୋଟ । ଟ୍ବିଟ କରି ଜଣାଇଲେ ଧନ୍ୟବାଦ । ହୋଷ୍ଟନରେ ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦିଙ୍କ ଉପସ୍ଥିତିକୁ ପ୍ରଂଶସା କରିଥିଲେ ମିଲିନ୍ଦ ।

ମୋ ପିତା ତଥା ପୂର୍ବତନ ମନ୍ତ୍ରୀ ମୁରଲୀ ଦେଓରା ଆମେରିକା-ଭାରତ ସମ୍ବନ୍ଧକୁ ବଜାୟ ରଖିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ । ଆଉ ଆଜି ମୋଦିଙ୍କୁ ଆମେରିକାରେ ଭବ୍ୟ ସ୍ବାଗତ ନେଇ ଆମେ ଗର୍ବିତ। ହୋଷ୍ଟନରେ ଭାରତର ନେତୃତ୍ବକୁ ଖୁବ ପ୍ରଶଂସା କରି ଟ୍ବିଟ କରିଥିଲେ ମିଲିନ୍ଦ ।

ରାଷ୍ଟ୍ରପତିଙ୍କ ସହ ମଞ୍ଚରେ 50 ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ମୋଦି । ମୋଦି ମିଲିନ୍ଦଙ୍କର ଟ୍ବିର ଉତ୍ତରରେ କହିଛନ୍ତି, ଧନ୍ୟବାଦ ମିଲିନ୍ଦ। ଆମେରିକା ସହ ଭାରତର ଆହୁରି ଦୃଢ ସଂପର୍କ ନେଇ ସ୍ବର୍ଗତ ମୁରଲୀ ଦେଓରା ଖୁସି ଅନୁଭବ କରିଥାନ୍ତେ ବୋଲି ମୋଦି ଲେଖିଛନ୍ତି । ହୋଷ୍ଟନର ହାଓଡି ମୋଦି କାର୍ଯ୍ୟକ୍ରମରେ ଆମେରିକାର ଆତିଥ୍ୟ ଖୁବ ଭଲ ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.