ETV Bharat / bharat

'ଭାରତ କେ ମନ୍ କି ବାତ୍'ର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ କ୍ୟାମ୍ପେନ 'ଭାରତ କେ ମନ୍ କି ବାତ୍'ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ୟାମ୍ପେନ ମାଧ୍ୟମରେ ଦଳ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବ ।

author img

By

Published : Feb 3, 2019, 12:15 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଏହି କ୍ୟାମ୍ପେନ ମାଧ୍ୟମରେ ଦଳ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବ । ଏଥିରେ ଭବିଷ୍ୟତର ଭାରତ ପାଇଁ ବିଜେପି ନିଜର ସ୍ବତନ୍ତ୍ର ଏଜେଣ୍ଡା ଲୋକଙ୍କ ପାଖରେ ପହଞ୍ଚାଇବ । ଦେଶ ପାଇଁ ଆଗାମୀ 5 ବର୍ଷର ଏକ ରୂପରେଖର ନକ୍ସା ଜନସାଧାରଣଙ୍କ ପାଖରେ ପହଞ୍ଚାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବିଜେପି ପକ୍ଷରୁ ହେଉଥିବା ଏହି କ୍ୟାମ୍ପେନ ରବିବାରଠୁ ଆରମ୍ଭ ହୋଇ ମାସେ ପର୍ଯ୍ୟନ୍ତ ଚାଲିବ । ଦଳ ଏହାରି ମାଧ୍ୟମରେ ଦେଶର 100 ମିଲିୟନ ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ଆସିବା ସହ ସେମାନଙ୍କର ମତାମତକୁ ନିଜର ନିର୍ବାଚନୀ ଘୋଷଣାପତ୍ରରେ ରଖିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Intro:Body:

ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଓ୍ବେଲିଂଟନ: ଆଜି ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଅନ୍ତିମ ଦିନିକିଆ । ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । 3-1ରେ ଅଗ୍ରଣୀ ଥିବା ଭାରତୀୟ ଦଳ ଅନ୍ତିମ ମ୍ୟାଚକୁ ଜିତିବା ଲକ୍ଷ୍ୟରେ ରହିଛି । 4ର୍ଥ ଦିନିକିଆର ଲଜ୍ୟାଜନକ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ କାମଚଳା ଅଧିନାୟକ ରୋହିତ ଶର୍ମା । ଧୋନିଙ୍କ କମବ୍ୟାକ ଦଳର ବଳ ବଢାଇଛି ।

ଓ୍ବେଲିଂଟନ ଗ୍ରାଉଣ୍ଡରେ ଖେଳାଯାଉଛି ଏହି ମ୍ୟାଚ । ପ୍ରଥମ 3ଟି ମ୍ୟାଚରେ ଲଗାତାର ବିଜୟ ସହିତ 3-0ରେ ଅଗ୍ରଣୀ ପରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ପରେ 4ର୍ଥ ଦିନିକିଆର ଭାର କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା । ମାତ୍ର ଟ୍ରୋଣ୍ଟ ବୋଲ୍ଟଙ୍କ ସ୍ବିଙ୍ଗରେ ଭାରତୀୟ ଲାଇନ ଅଫ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା । ଭାରତ 92ରନର ସର୍ବନିମ୍ନ ଇଂନିସ ଖେଳିଥିଲା ଭାରତ । ତେବେ ବିଜୟ ସହ 4-1ରେ ସିରିଜ ପୋଛିବା ଲକ୍ଷ୍ୟରେ ଭ୍ରମଣକାରୀ ଦଳ । 

ଧୋନିଙ୍କ କମବ୍ୟାକ ଉପରେ କୋଚ ସଞ୍ଜୟ ବାଙ୍ଗର ସକାରାତ୍ମକ ଆଶା କରିଛନ୍ତି । ସେ କହିଛନ୍ତି, ରବିବାର ମ୍ୟାଚ ମଧ୍ୟକ୍ରମ ଉପରେ ନିର୍ଭର କରୁଛି । ମୋର ଭରସା ଅଛି ଧୋନିଙ୍କ ଉପସ୍ଥିତିରେ ମଧ୍ୟକ୍ରମ ତାର କାମ କରି ଦେଖାଇବ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.