ETV Bharat / bharat

ଜୁନ 20ରେ ମୋଦିଙ୍କ ଡିନର ପାର୍ଟି

author img

By

Published : Jun 16, 2019, 9:00 PM IST

ନିଜର ଦ୍ବିତୀୟ ପାଳି ଆରମ୍ଭ କରିବା ପରେ ସାଂସଦ ମାନଙ୍କୁ ଡିନର ପାର୍ଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 20 ଜୁନରେ ରାଜଧାନୀ ଦିଲ୍ଲୀରେ ହେବ ମୋଦିଙ୍କ ଏହି ଡିନର ପାର୍ଟି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ନିଜର ଦ୍ବିତୀୟ ପାଳି ଆରମ୍ଭ କରିବା ପରେ ସାଂସଦମାନଙ୍କୁ ଡିନର ପାର୍ଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 20 ଜୁନରେ ରାଜଧାନୀ ଦିଲ୍ଲୀରେ ହେବ ମୋଦିଙ୍କ ଏହି ଡିନର ପାର୍ଟି । ସଂସଦର ସମସ୍ତ ସଦସ୍ୟଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟମାନଙ୍କୁ ଡିନର ପାର୍ଟିର ନିମନ୍ତ୍ରଣ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଜୁନ 20, 2019 ସନ୍ଧ୍ୟା 7 ଟା ସମୟରେ ଦିଲ୍ଲୀର ଅଶୋକା ହଟେଲରେ ସମସ୍ତ ସାଂସଦଙ୍କ ସମ୍ମାନରେ ଡିନର ପାର୍ଟିର ଆୟୋଜନ କରିଥିବା ଏହି ନିମନ୍ତ୍ରଣରେ ଉଲ୍ଲେଖ ଅଛି ।

ସୂଚନା ଯୋଗ୍ୟ ଯେ, ନୂଆ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୋଦି ଏହି ଡିନର ପାର୍ଟିରେ ସମସ୍ତ ସାଂସଦଙ୍କୁ ଭେଟିବେ ।

Intro:Body:

EY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.