ETV Bharat / bharat

ଆଜି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି ମୋଦି

author img

By

Published : Apr 14, 2020, 7:12 AM IST

କୋରୋନା ମୁକାବିଲା ଉପରେ ଆଜି ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ଲକ ଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି । ଅଧିକ ପଢନ୍ତୁ...

ଆଜି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି ମୋଦି
ଆଜି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି ମୋଦି

ନୂଆଦିଲ୍ଲୀ: କୋରୋନା ମୁକାବିଲା ଉପରେ ଆଜି ସକାଳ 10ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିପାରନ୍ତି । ମାର୍ଚ୍ଚ 25ରୁ ଦେଶରେ 21 ଦିନିଆ ଲକ ଡାଉନ କାର୍ଯ୍ୟକାରୀ ହୋଇଛି ।

ଲକ ଡାଉନ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ତେଣୁ ଆହୁରି 2 ସପ୍ତାହ ପାଇଁ ଲକ ଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି ପିଏମ । 21 ଦିନିଆ ଲକ ଡାଉନ ଶେଷ ହେବା ପୂର୍ବରୁ ଓଡିଶା, ପଞ୍ଜାବ, ପଶ୍ଚିମବଙ୍ଗ, ତାମିଲନାଡୁ ଭଳି କେତେକ ରାଜ୍ୟ ଆଗୁଆ ପଦକ୍ଷେପ ଭାବେ ଲକ ଡାଉନକୁ 30 ଏପ୍ରିଲ ଯାଏଁ ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.