ETV Bharat / bharat

'ମନ-କି-ବାତ': ବିଶେଷ ସଂସ୍କରଣ ପାଇଁ ଆଗୁଆ ସୂଚନା ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ-କି-ବାତ କାର୍ଯ୍ୟକ୍ରମର ଅନ୍ତିମ ସଂସ୍କରଣ । ଏହି ଅନ୍ତିମ ସଂସ୍କରଣ ବିଶେଷ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

author img

By

Published : Feb 24, 2019, 3:18 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ-କି-ବାତ କାର୍ଯ୍ୟକ୍ରମର ଅନ୍ତିମ ସଂସ୍କରଣ । ଏହି ଅନ୍ତିମ ସଂସ୍କରଣ ବିଶେଷ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏମିତିକି ମଜାକିଆ ଢଙ୍ଗରେ ଉଲ୍ଲେଖ କରି କହିଛନ୍ତି ଆଗୁଆ କହୁଛି, ନହେଲେ କହିବେନି ସୂଚନା ଦେଇଥିଲି ବୋଲି ।

ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ ତେଣୁ ଏହା ଅନ୍ତିମ ତଥା ଚଳିତ ସରକାରରେ ତାଙ୍କର ଅନ୍ତିମ ସଂସ୍କରଣ ହେବ ବୋଲି ଜଣାପଡିଛି । ମନ କି ବାତର ଏହା 53ତମ ସଂସ୍କରଣ ହେବ । 2014 ନିର୍ବାଚନ ବିଜୟ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତି ମାସର ଶେଷ ସପ୍ତାହର ରବିବାର ଦିନ ଅଲ ଇଣ୍ଡିଆ ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କର ଏହା ଦିତ୍ବୀୟ ମନ କି ବାତ ହେବ । ଆଜିର ସଂସ୍କରଣରେ ପୁଲୱାମା ଆତଙ୍କବାଦୀ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖାପାରନ୍ତି । ଏଥିସହ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବପିଢୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ନିଜର ମନର କଥା କହିବେ ବୋଲି ସୂଚନା ରହିଛି ।

Intro:ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଶାସନ ର ତତ୍ପରତା ସେତିକି ବଢୁଛି। ଆଗାମୀ ନିର୍ବାଚନ ପାଇଁ ଜିଲ୍ଲାରେ ବୁଲୁଛି ଭୋଟର ସଚେତନ ପାଇଁ ବ୍ଲୁ ବଟନ ଏକ୍ସପ୍ରେସ ଗାଡ଼ି। ରାଜ୍ୟ ନିର୍ବାଚନ କମିଶନ ଙ୍କ ଦ୍ଵାରା ଭୋଟର ଙ୍କୁ ସଚେତନ ପାଇଁ ଏହି ଗାଡିର ବ୍ୟବସ୍ଥା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଭୋଟର ଙ୍କ ଜାଣିବା ପାଇଁ ବାର୍ତା ଏହି ବ୍ଲୁ ବଟନ ଏକ୍ସପ୍ରେସ ଗାଡି ମାଧ୍ୟମରେ ଜଣାଯାଇଥିଲା। ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହି ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉତ୍ତର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏହି ଗାଡ଼ି ଭୋଟର ଙ୍କୁ ସଚେତନ କରିବ।

Body:ଫ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.