ETV Bharat / bharat

COVID-19 ଜରୁରୀକାଳୀନ ପାଣ୍ଠିରେ ଅର୍ଥ ଦେଇଥିବାରୁ ସାର୍କ ଦେଶକୁ ମୋଦିଙ୍କ ସାଧୁବାଦ୍

author img

By

Published : Mar 21, 2020, 5:05 PM IST

କୋରୋନା ଭୂତାଣୁ ସହ ଲଢିବା ପାଇଁ COVID-19 ଜରୁରୀକାଳୀନ ପାଣ୍ଠିରେ ଯୋଗଦାନ ଦେଇଥିବାରୁ ସାର୍କ ଦେଶକୁ ମୋଦିଙ୍କ ଧନ୍ୟବାଦ ଅର୍ପଣ । ଅଧିକ ଖବର ପଢନ୍ତୁ...

COVID-19 emergency fund
COVID-19 ଜରୁରୀକାଳୀନ ପାଣ୍ଠିରେ ଅର୍ଥ ଦେଇଥିବାରୁ ଭୁଟାନ ଓ ନେପାଳକୁ ମୋଦିଙ୍କ ସାଧୁବାଦ୍

ନୂଆଦିଲ୍ଲୀ: ଭୁଟାନ ଓ ନେପାଳକୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । କୋରୋନା ଭୂତାଣୁ ସହ ଲଢିବା ପାଇଁ COVID-19 ଜରୁରୀକାଳୀନ ପାଣ୍ଠିରେ ଯୋଗଦାନ ଦେଇଥିବାରୁ ସାର୍କ ଦେଶକୁ ଟ୍ବିଟ କରି ମୋଦି ଦୁଇ ଦେଶର ନେତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

COVID-19 emergency fund
COVID-19 ଜରୁରୀକାଳୀନ ପାଣ୍ଠିରେ ଅର୍ଥ ଦେଇଥିବାରୁ ସାର୍କ ଦେଶକୁ ମୋଦିଙ୍କ ସାଧୁବାଦ୍

ମାର୍ଚ୍ଚ 15ରେ ସାର୍କ ନେତା ତଥା ପ୍ରତିନିଧୀଙ୍କୁ ଭିଡିଓ ମାଧ୍ୟମରେ ସମ୍ବୋଧିତ କରି ମୋଦି ଏହି ଉଦ୍ଦେଶ୍ୟରେ ଭାରତରୁ 10 ମିଲିୟନ୍ ଡଲାରର ପ୍ରାରମ୍ଭିକ ଅଫର ସହିତ ଜରୁରୀକାଳୀନ ପାଣ୍ଠି ପ୍ରସ୍ତାବ ଦେଇଥିଲେ । ଭୁଟାନ ସରକାରଙ୍କ ତରଫରୁ COVID-19 ଜରୁରୀକାଳୀନ ପାଣ୍ଠିରେ 100,000 ଡଲାର ଯୋଗଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ @PMBhutan ଡକ୍ଟର ଲୋଟେ ଶେରିଙ୍ଗଙ୍କୁ ଟ୍ବିଟ କରି କୃତଜ୍ଞତା ଜଣାଇଛନ୍ତି ।

ମୋଦି କହିଛନ୍ତି ଯେ ସାର୍କ ନେତାମାନେ ପଦକ୍ଷେପ ନେଉଛନ୍ତି ଯାହା କୋରୋନା ଭାଇରସ୍ ବିରୋଧରେ ସାମୂହିକ ସଂଗ୍ରାମରେ ଶକ୍ତି ଯୋଗାଉଛି । ଏହାସହ ସେ କହିଛନ୍ତି, "COVID-19 ଜରୁରୀକାଳୀନ ପାଣ୍ଠିରେ NPR 10 କୋଟି ଅବଦାନର PM @ kpsharmaoliଙ୍କ ଘୋଷଣାକୁ ଗଭୀର ପ୍ରଶଂସା କରିଛନ୍ତି । ଏହା ମହାମାରୀ ବିରୋଧରେ SAARC ଦେଶଗୁଡିକର ସାମୂହିକ ଲଢେଇରେ ଓଲି ଜୀଙ୍କର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପ୍ରତିଫଳିତ କରିଥାଏ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.