ETV Bharat / bharat

ଝାଡଖଣ୍ଡରେ ମୋଦିଙ୍କ କାଶ୍ମୀର କାର୍ଡ - ଝାଡଖଣ୍ଡରେ ମୋଦି

ଝାଡଖଣ୍ଡରେ ପାଖାପାଖି 30 ପ୍ରତିଶତ ଆଦିବାସୀ ମତଦାତାଙ୍କୁ ନିଜ ପକ୍ଷକୁ ନେବା ପାଇଁ ଖୁଣ୍ଟିରେ ମୋଦିଙ୍କ କାଶ୍ମୀର କାର୍ଡ । କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ବିକାଶ ଦାୟିତ୍ବ ଆଦିବାସୀ ଅଞ୍ଚଳରେ ଜନ୍ମିତ ଉପରାଜ୍ୟପାଳଙ୍କ କାନ୍ଧରେ ରହିଛି ବୋଲି ମୋଦି କହିଛନ୍ତି ।

ଝାଡଖଣ୍ଡରେ ମୋଦି
ଫାଇଲ ଫଟୋ
author img

By

Published : Dec 3, 2019, 7:48 PM IST

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର କାର୍ଡ । ମୋଦି ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଆଦିବାସୀ ସମୁଦାୟଙ୍କ ସହ ଯୋଡି ବଡ ରାଜନୈତିକ ଗୋଟିଚାଳନା କରିଛନ୍ତି । ଖୁଣ୍ଟିର ଏକ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହୋଇସାରିଛି । ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ବିକାଶ ପଥରେ ନେବାର ଦାୟିତ୍ବ ଆଦିବାସୀ ଅଞ୍ଚଳରେ ଜନ୍ମିତ ଉପରାଜ୍ୟପାଳଙ୍କ କାନ୍ଧରେ ରହିଛି ।

ଝାଡଖଣ୍ଡରେ ପାଖାପାଖି 30 ପ୍ରତିଶତ ଆଦିବାସୀ ମତଦାତା ଅଛନ୍ତି । ମୋଦି ଝାଡଖଣ୍ଡର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ନିଳଖଣ୍ଡ ମୁଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ସମୟରେ ମୋଦି ଆଦିବାସୀ ଭୋଟକୁ ନିଜ ପକ୍ଷକୁ ନେବା ପାଇଁ ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ପ୍ରସଙ୍ଗ ଉଠାଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.