ETV Bharat / bharat

'ଜନସାଧାରଣଙ୍କ 10ହଜାର କୋଟି ଚଳୁ କରିଛନ୍ତି ମୋଦି'

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନ ବାଜି ସେତେ ବଢିବାରେ ଲାଗିଛି। ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାର୍ଗେଟରେ ଏଥର ପ୍ରଧାନମନ୍ତ୍ରୀ ମୋଦି।

author img

By

Published : Mar 6, 2019, 6:21 AM IST

ଫଟୋ ସୌଜନ୍ୟ- ଏଏନଆଇ

ଜୟପୁର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନ ବାଜି ସେତେ ବଢିବାରେ ଲାଗିଛି। ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାର୍ଗେଟରେ ଏଥର ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କ 10 ହଜାର କୋଟି ଟଙ୍କା ନିଜର ପଲିଟିକାଲ ଇମେଜ ବଜାୟ ରଖିବା ପାଇଁ ଚଳୁ କରିଛନ୍ତି।

ପ୍ରଧାନମନ୍ତ୍ରୀ କିଛି ନ ଭାବି ଜନସାଧାରଣଙ୍କ ଟଙ୍କାକୁ ନିଜ ସ୍ୱାର୍ଥରେ ଖର୍ଚ୍ଚ କରିଛନ୍ତି। ଆଗାମୀ ନିର୍ବାଚନକୁ ନେଇ ବିଜେପି ହାରିଯିବା ଭୟ ରଖିଥିବାବେଳେ ଗଣମାଧ୍ୟମ ଆଗରେ ମୋଦି ସବୁବେଳେ ନିଜ କାମକୁ ନେଇ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ପୁଲୱାମା ଆକ୍ରମଣ ଘଟଣାରେ ସେ କହିଛନ୍ତି ଯେ, ବିପକ୍ଷ ସବୁବେଳେ ସତ ଆଉ ନିରପେକ୍ଷ କଥା କହିଥାନ୍ତି। ଯାହା ସରକାରଙ୍କୁ ସୁହାଏ ନାହିଁ। ହେଲେ ବାଲାକୋଟ ଆକ୍ରମଣରେ ଆତଙ୍କୀ ନିହତର ସଂଖ୍ୟା କେତେ ସେ ନେଇ ରାଜନୈତିକ ଚର୍ଚ୍ଚା ଓ ବାକଯୁଦ୍ଧ ଜାରି ରହିଛି। ପ୍ରକୃତରେ କେତେ ଆତଙ୍କୀ ଏଥିରେ ନିପାତ ହୋଇଛନ୍ତି ତାହା ସରକାର ଜଣାଇବା ଜରୁରୀ ଆଉ ପୁରା ଦେଶ ମଧ୍ୟ ଏକଥାର ସ୍ପଷ୍ଟତା ଚାହୁଁଛି।

ଏକଥା କହି ମୋଦିଙ୍କୁ ତାତ୍ସଲ୍ୟ ମଧ୍ୟ କରିଛନ୍ତି ଗେହଲଟ। ସେ କହିଛନ୍ତି ମୋଦି କେବଳ ସ୍ୱପ୍ନ ଦେଖାନ୍ତି। ଆଜି ଯାଏଁ ରାହୁଲ ଗାନ୍ଧୀ କେବେ ବି ନିଜ ପଲିଟିକାଲ ଇମେଜ ପାଇଁ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇନାହାଁନ୍ତି। ସେ କେବଳ ନିଜ ଲକ୍ଷ୍ୟ ଉପରେ ନଜର ରଖିଥାନ୍ତି।

undefined

Intro:Body:

'ଜନସାଧାରଣଙ୍କ 10ହଜାର କୋଟି ଚଳୁ କରିଛନ୍ତି ମୋଦି'

ଜୟପୁର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନ ବାଜି ସେତେ ବଢିବାରେ ଲାଗିଛି। ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାର୍ଗେଟରେ ଏଥର ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କ 10 ହଜାର କୋଟି ଟଙ୍କା ନିଜର ପଲିଟିକାଲ ଇମେଜ ବଜାୟ ରଖିବା ପାଇଁ ଚଳୁ କରିଛନ୍ତି।

ପ୍ରଧାନମନ୍ତ୍ରୀ କିଛି ନଭାବି ଜନସାଧାରଣଙ୍କ ଟଙ୍କାକୁ ନିଜ ସ୍ୱାର୍ଥରେ ଖର୍ଚ୍ଚ କରିଛନ୍ତି। ଆଗାମୀ ନିର୍ବାଚନକୁ ନେଇ ବିଜେପି ହାରିଯିବା ଭୟ ରଖିଥିବା ବେଳେ ଗଣମାଧ୍ୟମ ଆଗରେ ମୋଦି ସବୁବେଳେ ନିଜ କାମକୁ ନେଇ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ପୁଲୱାମା ଆକ୍ରମଣ ଘଟଣାରେ ସେ କହିଛନ୍ତି ଯେ, ବିପକ୍ଷ ସବୁବେଳେ ସତ ଆଉ ନିରପେକ୍ଷ କଥା କହିଥାନ୍ତି। ଯାହା ସରକାରଙ୍କୁ ସୁହାଏନାହିଁ। ହେଲେ ବାଲାକୋଟ ଆକ୍ରମଣରେ ଆତଙ୍କୀ ନିହତର ସଂଖ୍ୟା କେତେ ସେ ନେଇ ରାଜନୈତିକ ଚର୍ଚ୍ଚା ଓ ବାକଯୁଦ୍ଧ ଜାରି ରହିଛି। ପ୍ରକୃତରେ କେତେ ଆତଙ୍କୀ ଏଥିରେ ନିପାତ ହୋଇଛନ୍ତି ତାହା ସରକାର ଜଣାଇବା ଜରୁରୀ ଆଉ ପୁରା ଦେଶ ମଧ୍ୟ ଏକଥାର ସ୍ପଷ୍ଟତା ଚାହୁଁଛି।

ଏକଥା କହି ମୋଦିଙ୍କୁ ତାତ୍ସଲ୍ୟ ମଧ୍ୟ କରିଛନ୍ତି ଗେହଲଟ। ସେ କହିଛନ୍ତି ମୋଦି କେବଳ ସ୍ୱପ୍ନ ଦେଖାନ୍ତି। ଆଜି ଯାଏଁ ରାହୁଲ ଗାନ୍ଧୀ କେବେ ବି ନିଜ ପଲିଟିକାଲ ଇମେଜ ପାଇଁ ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇନାହାଁନ୍ତି। ସେ କେବଳ ନିଜ ଲକ୍ଷ୍ୟ ଉପରେ ନଜର ରଖିଥାନ୍ତି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.