ETV Bharat / bharat

ଡିଫେନ୍ସ ଏକ୍ସପୋ ଉଦଘାଟିତ; ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ

ଲକ୍ଷ୍ନୌରେ ଆୟୋଜିତ ଡିଫେନ୍ସ ଏକ୍ସପୋରେ ଡିଆରଡିଓ ଦ୍ବାରା ବିକଶିତ ଅତ୍ୟାଧୁନିକ ଅସ୍ତ୍ର ପ୍ରଦର୍ଶିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦ୍‌ଘାଟନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 5, 2020, 8:45 PM IST

ଡିଫେନ୍ସ ଏକ୍ସପୋ ଉଦଘାଟିତ
ଡିଫେନ୍ସ ଏକ୍ସପୋ ଉଦଘାଟିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌ ଠାରେ ବୁଧବାର ଠାରୁ ଅନୁଷ୍ଠିତ ହୋଇଥିବା ‘ଡିଫେନ୍ସ ଏକ୍ସପୋ’କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା 5 ଦିନ ଧରି ଚାଲିବ। ଏକ୍ସପୋକୁ ଉଦଘାଟନ କରି ମୋଦି ଭର୍ଚୁଆଲ ସୁଟିଂ ରେଞ୍ଜରୁ ଗୁଳି ମଧ୍ୟ ଚଳାଇଛନ୍ତି ।

ଭର୍ଚୁଆଲ ସୁଟିଂ ରେଞ୍ଜ ପ୍ରଯୁକ୍ତିବିଦ୍ୟାର ଏକ ବରଦାନ । ଯେଉଁଠି କୌଣସି ଗୁଳି ବର୍ବାଦ ନକରି ଲକ୍ଷ୍ୟ ଭେଦ କରିପାରିବେ ଓ ନିଜ କ୍ଷମତା ଦକ୍ଷତା ଜାଣିପାରିବେ। ସେନାବାହିନୀ ଟ୍ରେନିଂ ପାଇଁ ଏହା ଅତ୍ୟନ୍ତ ଜରୁରୀ । ଏକ୍ସପୋକୁ ଉଦଘାଟନ କରି ପିଏମ ମୋଦି କହିଛନ୍ତି ଯେ, ସେ ଗର୍ବିତ ଯେ ସୁରକ୍ଷା କ୍ଷେତ୍ରରେ ଭାରତ ସ୍ବଦେଶୀ ଜ୍ଞାନକୌଶଳର ବିକାଶ କରୁଛି । ଆଜି ଆମର ଇସ୍ରୋ ଦେଶ ଓ ପୁରା ଦୁନିଆ ପାଇଁ ମହାକାଶରେ ରହସ୍ୟ ଖୋଜୁଥିବା ବେଳେ ଦେଶର ପ୍ରତିରକ୍ଷା ଗବେଷଣା ସଂସ୍ଥା(ଡିଆରଡିଓ) ଏହି ସବୁ ସମ୍ପତ୍ତି ଶତ୍ରୁଙ୍କ କବଳରୁ ରକ୍ଷା ପାଇଁ ରକ୍ଷା କବଚ ପ୍ରସ୍ତୁତ କରୁଛି । ଭାରତ ଆଜି କିମ୍ବା କାଲି ନୁହେଁ ବରଂ ସବୁଦିନ ଧରି ବିଶ୍ବଶାନ୍ତି ପାଇଁ ଭରସାଯୋଗ୍ୟ ସହଯୋଗୀ ରହିଆସିଛି ।

ଡିଫେନ୍ସ ଏକ୍ସପୋ ଉଦଘାଟିତ; 52 ଦେଶ ସାମିଲ, ପ୍ରଦର୍ଶିତ ହେଲା ଅତ୍ୟାଧୁନିକ ଅସ୍ତ୍ର

ପିଏମ ମୋଦି ଆହୁରି କହିଥିଲେ ଯେ, ଆଜି ବିଶ୍ବ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ। ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ହେଉ କି ସାଇବର ଅପରାଧ ହେଉ କି ଆତଙ୍କବାଦୀ ଏହି ସବୁ ଆହ୍ବାନ ଏବେ ବିଶ୍ବପାଇଁ ଚ୍ୟାଲେଞ୍ଜ ହୋଇପଡିଛି ।ନୂଆ ଚ୍ୟାଲେଞ୍ଜକୁ ମୁକାବିଲ ପାଇଁ ଦୁନିଆର ସମସ୍ତ ଡିଫେନ୍ସ ଫୋର୍ସ ନୂଆ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରୁଛି । ସେହି ଦୃଷ୍ଟିରୁ ଭାରତ ମଧ୍ୟ ପଛରେ ପଡିନାହିଁ । ତେଣୁ ଆଧୁନିକ ଅସ୍ତ୍ର ବିକାଶ କରିବାରେ ଆମ ସରକାରଙ୍କ ଏକ ଅଙ୍ଗ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଏକ୍ସପୋରେ ଡିଆରଡିଓ ପକ୍ଷରୁ ବିକଶିତ ହୋଇଥିବା ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହୋଇଛି । ଏଥିରେ ଧନୁଷ, ତେଜସ, ଭଳି ବହୁ ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହୋଇଛି । ଏଥିରେ 52ଟି ଦେଶ ଭାଗ ନେଇଥିବା ବେଳେ ସେମାନଙ୍କର ସମସ୍ତ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନ କରିଛନ୍ତି । ଏତତ ବ୍ୟତିତ 989 କମ୍ପାନୀ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ।

ଏହି ଅବସରରେ ହାଲ ଓ ଇସ୍ରାଏଲର ଆଇଏଆଇଏଲଡିଟିଏଲ ମଧ୍ୟରେ ଏକ ବାଣିଜ୍ୟକ ଚୁକ୍ତି ହୋଇଛି । ଯେଉଁଥିରେ ଉଭଯ ଦେଶ ମଧ୍ୟରେ ଆଧୁନିକ ଅସ୍ତ୍ରଶସ୍ତ୍ରର ଆମଦାନୀ ଓ ରପ୍ତାନି ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ, ପ୍ରତିରକ୍ଷା ମନ୍ତ୍ରୀ, ୟୁପି ରାଜ୍ୟପାଳ, ୟୁପି ମୁଖ୍ୟମନ୍ତ୍ରୀ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ, ତିନି ସେନା ପ୍ରମୁଖ, ବିଭିନ୍ନ କମ୍ପାନୀ ସିଇଓ ଉପସ୍ଥିତ ଥିଲେ ।

Intro:लखनऊ। डिफेंस एक्सपो का मुख्य आयोजन बुधवार दो 5 फरवरी से वृंदावन योजना सेक्टर 15 में होने जा रहा है। जो फरवरी तक चलेगा।

Body:34 से अधिक देश होंगे शामिल

लखनऊ में बुधवार से देश के अब तक के सबसे बड़े डिफेंस एक्सपो में भारत के साथ दुनिया भर के अत्याधुनिक हथियारों और तकनीक का रोमांचकारी संगम होगा। 14 से अधिक देशों के रक्षा मंत्री सेना प्रमुख और विदेश मंत्री के साथ 54 देशों के डिप्लोमेट वासेन डेलीगेट इस अविस्मरणीय पल के साक्षी बनेंगे।

बढ़ रहा भारत का प्रभाव

अंतरराष्ट्रीय स्तर पर सैन्य क्षेत्र में भाग्य पढ़ते प्रभाव का असर इसी से समझा जा सकता है कि अमेरिका और चीन समेत कई बड़े देश हमारे साथ रक्षा तकनीक साझा करने को उत्साहित हो रहे हैं। देश के साथ दुनिया की नजरें भी 9 फरवरी तक लखनऊ में डिफेंस एक्सपो पर टिकी रहेंगी।

पीएम मोदी करेंगे उद्घाटन

पीएम मोदी एशिया की सबसे बड़ी डिफेंस एक्सपो का उद्घाटन करेंगे। वह 1:30 बजे कार्यक्रम स्थल पर पहुंचेंगे। इस मौके पर सूबे के मुखिया योगी आदित्यनाथ, रक्षा मंत्री राजनाथ सिंह और मंत्रिमंडल के सभी मंत्री इस मौके पर मौजूद रहेंगे। वहीं तीनों सेनाओं के चीज भी इस मौके के गवाह बनेंगे।

वृंदावन में दर्शकों की एंट्री फी सिर्फ आठ और 9 फरवरी को होगी यहां एयरपोर्ट व सेना की ओर से लाइव डेमो की प्रस्तुतियां होंगी।

Conclusion:5 से 9 फरवरी के बीच चलने वाली डिफेंस एक्सपो हर मायने में महत्वपूर्ण है। इस एक्सपो के द्वारा भारत की सैन्य क्षमता का प्रदर्शन किया जाएगा। पूरा देश इसको देखेगा। तीनों सेनाओं के जवान अपने-अपने कर्तव्य दिखाकर अपना लोहा मनवायेंगे।

अनुराग मिश्र

8318122246
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.