ETV Bharat / bharat

ମୋଦି କାଶ୍ମୀର ପଣ୍ଡିତଙ୍କୁ ଧୋକା ଦେଇଛନ୍ତି: ଓୱେସି

ଓୱେସି କହିଛନ୍ତି ଯେ, ଏହି ବିସ୍ଥାପିତ ସମୁଦାୟଙ୍କୁ ପୁନଃ ଥଇଥାନ କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରବିବାର ମୋଦି କାଶ୍ମୀର ଗସ୍ତରେ ଯାଇଥିବାବେଳେ ଏହାକୁ ନେଇ କେନ୍ଦ୍ର ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

author img

By

Published : Feb 4, 2019, 2:23 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ପୁଣେ: କାଶ୍ମୀର ପଣ୍ଡିତଙ୍କୁ ଧୋକା ଦେଇଛନ୍ତି ମୋଦି । ଏଭଳି ଆରୋପ ଲଗାଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଉଦ୍ଦୀନ ଓୱେସି । ସେ କହିଛନ୍ତି ଯେ, ଏହି ବିସ୍ଥାପିତ ସମୁଦାୟଙ୍କୁ ପୁନଃ ଥଇଥାନ କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରବିବାର ମୋଦି କାଶ୍ମୀର ଗସ୍ତରେ ଯାଇଥିବାବେଳେ ଏହାକୁ ନେଇ କେନ୍ଦ୍ର ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଓୱେସି ।

ପୁଣେରେ ହେଉଥିବା ଏକ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଲୋକସଭା ସାଂସଦ ଓୱେସି କହିଛନ୍ତି ଯେ, '2014ରେ ସଂସଦରେ ସେ ଦେଇଥିବା ଭାଷଣରେ କାଶ୍ମୀର ପଣ୍ଡିତଙ୍କୁ ଘାଟିରେ ପୁନଃ ଥଇଥାନ ନେଇ କହିଥିଲେ । ମାତ୍ର ମୋଦି ସରକାର ଏଇ ସାଢେ 4 ବର୍ଷ ଭିତରେ ସେମାନଙ୍କ ପାଇଁ କଣ କରିଛନ୍ତି । ଏଥିରେ ସନ୍ତୁଷ୍ଟ କି ବୋଲି ଓୱେସି ପ୍ରଶ୍ନ କରିଛନ୍ତି' ।

ଏହାସହ ଆଜି କାଶ୍ମୀରରେ ଯେଉଁ ପରିସ୍ଥିତି ଉପୁଜିଛି, ଏଥିପାଇଁ କିଏ ଦାୟୀ । ମୋଦି ଓ ବିଜେପି କାଶ୍ମୀର ପଣ୍ଡିତଙ୍କୁ ଧୋକା ଦେବା ଛଡା ଆଉ କିଛି କରିନାହାଁନ୍ତି । ତେବେ ଭାରତରେ ହିନ୍ଦୁ ଓ ହିନ୍ଦୁତ୍ବ ପାଇଁ ଧର୍ମନିରପେକ୍ଷ ବୋଲି ମାନୁଥିବା ଆରଏସଏସର ଏହି ଚିନ୍ତାଧାରାକୁ ସେ ଗ୍ରହଣ କରନ୍ତି ନାହିଁ । ବଂର ଦେଶର ସମ୍ବିଧାନ ପାଇଁ ଭାରତ ଧର୍ମନିରପେକ୍ଷ ବୋଲି ଓୱେସି କହିଛନ୍ତି । ଏହାସହ ସେ ଦଳିତ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ସମନ୍ବୟ ରଖିବା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.