ETV Bharat / bharat

ନୀତିଶ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି - ନୀତିଶ କୁମାରଙ୍କୁ ମୋଦିଙ୍କ ଶୁଭେଚ୍ଛା

ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Nitish Kumar
ନୀତିଶ କୁମାର
author img

By

Published : Mar 1, 2020, 12:44 PM IST

ନୂଆଦିଲ୍ଲୀ: ଆଜି ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶଙ୍କର ପ୍ରଶଂସା କରି ସେ ଜଣେ ଲୋକପ୍ରିୟ ନେତା ବୋଲି କହିଛନ୍ତି ମୋଦି ।

  • Greetings to Bihar’s Chief Minister and my friend, Shri @NitishKumar Ji. A popular leader who has risen from the grassroots, he’s been at the forefront of furthering Bihar’s development. His passion towards social empowerment is noteworthy. Praying for his long and healthy life.

    — Narendra Modi (@narendramodi) March 1, 2020 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ରବିବାର ଟ୍ବିଟ କରି କହିଛନ୍ତି, 'ବିହାରର ମୁଖ୍ୟମନ୍ତ୍ରୀ ତଥା ମୋର ବନ୍ଧୁ ନୀତିଶ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା। ତୃଣମୂଳ ସ୍ତରରୁ ଉଠିଥିବା ଜଣେ ଲୋକପ୍ରିୟ ନେତା ନୀତିଶ ସର୍ବଦା ବିହାରର ବିକାଶ ପାଇଁ ଆଗେଇ ଆସିଛନ୍ତି। ତାଙ୍କର ଦୀର୍ଘ ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।'

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.