ETV Bharat / bharat

ଯୋଗ ଦିବସରେ ସାମିଲ ହେବାକୁ ମୋଦିଙ୍କ ନିବେଦନ - participate

ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସର ପ୍ରାଣକେନ୍ଦ୍ର ଯୋଗ । ବିଶ୍ବ ଯୋଗଦିବସ ଜୁନ 21ରେ ପାଳନ ହେବାକୁ ଥିବାବେଳେ ଏହି ଦିବସରେ ଦେଶବାସୀଙ୍କୁ ସାମିଲ ହେବା ହେବା ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଫାଇଲ ଫଟୋ
author img

By

Published : Jun 16, 2019, 10:41 PM IST

ନୂଆଦିଲ୍ଲୀ: ଯୋଗ ଦିବସକୁ ବାକି ଆଉ ମାତ୍ର ପାଞ୍ଚ ଦିନ । ଜୁନ 21ରେ ବିଶ୍ବବ୍ଯାପୀ ପାଳନ ହେବ ଯୋଗ ଦିବସ । ଦେଶବାସୀ ଏହି ଦିବସରେ ସାମିଲ ହେବା ପାଇଁ ନିଜ ଟ୍ବିଟର ପେଜରେ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିଛନ୍ତି ‘ଆପଣମାନଙ୍କ ଦେଶରୁ ଉତ୍ପତ୍ତି ହୋଇଥିବା ଯୋଗ ଆଜି ସାରା ବିଶ୍ବରେ ପହଞ୍ଚିଛି ’। ତେଣୁ ଆମେ ସମସ୍ତେ ଜୁନ 21ରେ ସାମିଲ ହେବା ସହ ଯୋଗ କାର୍ଯ୍ୟକ୍ରମକୁ ନିଜ ନିଜର ଭାଗୀଦାରୀ ଅନୁସାରେ ସଫଳ କରିବାକୁ କରିଛନ୍ତି ନିବେଦନ ।

ମୋଦି ସରକାରରେ ପ୍ରଥମ ପାଳିରେ ଯୋଗକୁ ଆନ୍ତର୍ଜାତୀୟ ସ୍ତରରେ ପାଳନ କରିବାକୁ ଜାତିସଂଘରେ କରିଥିଲେ ଆବେଦନ । 11 ଡିସେମ୍ବର 2014ରେ ଏହା ଜାତିସଂଘ ଅଧିବେଶନ ଦ୍ବାରା ସଙ୍କଳ୍ପ ହେବାପରେ ପ୍ରତିବର୍ଷ ଜୁନ୍ 21ରେ ପାଳନ କରାଯାଇ ଆସୁଛି ।

Intro:Body:

EY

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.