ETV Bharat / bharat

ମୋଦିଙ୍କ ସମ୍ବୋଧନ ଶୁଣିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ଶାହା

author img

By

Published : Jun 30, 2020, 1:47 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଅପରାହ୍ନ 4ଟାରେ ଦେଶକୁ ସମ୍ବୋଧିତ କରିବେ। ସମ୍ବୋଧନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ବିଟ୍ କରିଛନ୍ତି।

ଦେଶବାସୀଙ୍କୁ ଅନୁରୋଧ କଲେ ଶାହା
ଦେଶବାସୀଙ୍କୁ ଅନୁରୋଧ କଲେ ଶାହା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଦେଶକୁ ସମ୍ବୋଧିତ କରିବେ। ସମ୍ବୋଧନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ବିଟ୍ କରିଛନ୍ତି। ଅମିତ ଶାହା ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ ଆପଣ ନିଶ୍ଚିତ ଭାବରେ ପିଏମ ମୋଦିଙ୍କ ସମ୍ବୋଧନ ଶୁଣିବେ । ତେବେ ଆଜି ଅପରାହ୍ନ 4 ଟାରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିବେ, ସେତେବେଳେ ମୋଦି କେଉଁ ପ୍ରସଙ୍ଗରେ କହିବେ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି।

ମୋଦିଙ୍କ ପ୍ରାଥମିକତା କ’ଣ ହେବ ?ଏଲଏସିରେ ଲଗାତାର ଚୀନର ଦାବିକୁ ନେଇ ମୋଦି କେଉଁ ରାସ୍ତା ବାହାର କରିବେ । ମୋଦିଙ୍କୁ କୋରୋନା ବିରୋଧରେ କଣ ଯୋଜାନ ରହିବ । ଏ ସମସ୍ତ ପ୍ରଶ୍ନ ଉପରେ ଆଜି ଦେଶବାସୀଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.