ETV Bharat / bharat

ସୁକମା ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ - sukma attack

ଛତିଶଗଡର ସୁକମାରେ ମାଓବାଦୀଙ୍କ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ନିନ୍ଦା କରିଛନ୍ତି । ଏହା ସହ ଘଟଣାରେ ଶହୀଦ ମାନଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଅଧିକ ପଢନ୍ତୁ...

pm gives Condolences for sukma attack
ସୁକମା ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ
author img

By

Published : Mar 22, 2020, 10:58 PM IST

ନୂଆଦିଲ୍ଲୀ: ଛତିଶଗଡର ସୁକମାରେ ମାଓବାଦୀଙ୍କ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ନିନ୍ଦା କରିଛନ୍ତି । ଘଟଣାରେ ଶହୀଦ ମାନଙ୍କ ପାଇଁ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

pm gives Condolences for sukma attack
ସୁକମା ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି, ‘ଛତିଶଗଡର ସୁକମା ଠାରେ ମାଓବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରୁଛି । ଏହି ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷା କର୍ମୀଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ । ସେମାନଙ୍କର ବୀରତ୍ବ କେବେ ବି ଭୁଲିହେବ ନାହିଁ | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।’

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.