ETV Bharat / bharat

ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ, ଗିରଫ ପାଇଁ ରାଜି ଅଧ୍ୟକ୍ଷ - Pinky Chaudhary

ହିନ୍ଦୁ ରକ୍ଷା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପିଙ୍କି ଚୌଧୁରୀ ସୋମବାର ଏକ ଭିଡିଓ ଜାରି କରି ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କରିଛନ୍ତି। ଏ ଘଟଣାରେ ସେ ଗିରଫ ହେବା ପାଇଁ ରାଜି ଥିବାର ଜଣାଇଛନ୍ତି। ଅଧିକ ପଢନ୍ତୁ...

Pinky Chaudhary  is ready to give arrest
ଗିରଫ ପାଇଁ ରାଜି ଅଧ୍ୟକ୍ଷ
author img

By

Published : Jan 7, 2020, 11:00 AM IST

Updated : Jan 7, 2020, 11:42 AM IST

ନୂଆଦିଲ୍ଲୀ: ହିନ୍ଦୁ ରକ୍ଷା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପିଙ୍କି ଚୌଧୁରୀ ସୋମବାର ଏକ ଭିଡିଓ ଜାରି କରି ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କରିଥିବା ବେଳେ, ଏ ଘଟଣାରେ ସେ ଗିରଫ ହେବା ପାଇଁ ରାଜି ଥିବା ପ୍ରକାଶ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ଘରେ ପୋଲିସ ପହଞ୍ଚି ଥିଲା।

ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ

ପିଙ୍କି ଚୌଧୁରୀ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ଅଫିସରେ ଯେଉଁ ଆକ୍ରମଣ ହୋଇଥିଲେ ସେଥିରେ ମଧ୍ୟ ସେ ଜଡିତ ଅଛନ୍ତି। ଯଦି ଦେଶ ବିରୋଧି ଗତିବିଧି ସେ ଦେଖିବାକୁ ପାଇବେ ତେବେ ସେ ଆଗକୁ ମଧ୍ୟ ବିଶ୍ବବିଦ୍ୟାଳୟ ଉପରେ ଆକ୍ରମଣ କରିବେ।

ଏନେଇ ସେ କହିଛନ୍ତି ଯେ, ଆଇନ ଦ୍ବାରା କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ବେଆଇନ ଭାବେ ସମସ୍ତ କାର୍ଯ୍ୟ କରିବାକୁ ପଡିବ। ଏଥିପାଇଁ ସେ ଜେଲ ଯିବାକୁ ମଧ୍ୟ ଡରନ୍ତି ନାହିଁ।

Intro:गाजियाबाद। हिंदू रक्षा दल के राष्ट्रीय अध्यक्ष पिंकी चौधरी ने कल वीडियो जारी करके जेएनयू हमले की जिम्मेदारी ली थी। आज उन्होंने यह भी कहा है कि वह गिरफ्तारी देने के लिए तैयार है। बीती रात उनके घर यूपी पुलिस भी पहुंची थी।

Body:पिंकी चौधरी से बात की गई तो उन्होंने बताया कि पूर्व में जो केजरीवाल के दफ्तर पर हमला किया गया था, वह भी उन्होंने ही किया था। उन्होंने यह कहा है कि वह आगे भी यूनिवर्सिटी पर हमला करते रहेंगे, अगर देश विरोधी गतिविधियां होंगी।

उन्होंने कहा कि पुलिस उनके घर आई थी, और आने से उन्हें कोई एतराज नहीं है वह गिरफ्तारी देने के लिए भी तैयार है।

उन्होंने कहा कि कानूनी तरीके से कुछ नहीं होगा इसलिए उन्होंने गैर कानूनी रास्ता अपनाया है।

Conclusion:पिंकी चौधरी ने यह भी कहा है कि उनके डेढ़ सौ कार्यकर्ता और वह खुद गिरफ्तारी देने के लिए तैयार है।

बाइट पिंकी चौधरी
Last Updated : Jan 7, 2020, 11:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.