ETV Bharat / bharat

କେରଳରେ ମହିଳା ଟ୍ରାଭେଲରଙ୍କ ପାଇଁ ‘ପିଙ୍କ ରୁମ’ - Pink Rooms for women traveller

ମହିଳା ଟ୍ରାଭେଲରଙ୍କ ପାଇଁ ଖୁସି ଖବର । ଏବେ କେରଳ ଗଲେ ଆଉ ଭୋଗିବାକୁ ପଡିବନି ହୋଟେଲ ଖୋଜା । ଏଥର ଆପଣ ନିଜକୁ ସୁରକ୍ଷିତ ଓ ସହଜ ମନେକରିବେ ଏହି ହୋଟେଲରେ । ଆସନ୍ତୁ ଆଗକୁ ଜାଣିବା ...

kerla, room,traveller
ଡିଜାଇନ ଫଟୋ
author img

By

Published : Nov 30, 2019, 2:04 PM IST

ଥିରୁଅନନ୍ତପୁରମ: ଆଜି କାଲିର ଯୁବପିଢିଙ୍କୁ ଟ୍ରାଭେଲ କରିବା ଖୁବ ପସନ୍ଦ । କେବଳ ପୁରୁଷ ନୁହେଁ ମହିଳା ମଧ୍ୟ ଏନେଇ ମନ ବଳାଇଲେଣି। ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ରହିବା କେବେ କେବେ ବଡ ସମସ୍ୟା ହୋଇଥାଏ। ହେଲେ କେରଳରେ ଏପରି ଏକ ହୋଟେଲ ତିଆରି ହୋଇଛି ଯାହା କେବଳ ମହିଳା ଟ୍ରାଭେଲରଙ୍କ ପାଇଁ ଉଦ୍ଦିଷ୍ଟ।

ଏବେ ଆଉ ହୋଟେଲ ରୁମ ପାଇଁ ଟେନସନ ନେବାକୁ ହେବନି । ସ୍ବିଜରଲ୍ୟାଣ୍ଡର ଖ୍ରୀଷ୍ଟ ଜନସନ ପିଙ୍କ ରୁମ ନାମକ ଏହି ହୋଟେଲ ତିଆରି କରିଛନ୍ତି । ମହିଳା ସଶକ୍ତିକରଣ ନେଇ ସେ ଏଭଳି ନୂତନ ପଦକ୍ଷେପ ନେଇଥିବା କୁହନ୍ତି। ଏମିତି ଏକ ସ୍ଥାନ ଆମେ ତିଆରି କରିଛୁ ଯେଉଁଠି ଜଣେ ମହିଳା ନିଜକୁ ସୁରକ୍ଷିତ ଏବଂ ସହଜ ମନେକରିବ।

କେବଳ ସେତିକି ନୁହେଁ ଏହି ହୋଟେଲ ରୁମର ରକ୍ଷଣାବେକ୍ଷଣା ପାଇଁ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କୌଣସି ମହିଳା ଟ୍ରାଭେଲର ବିନା ଚିନ୍ତାରେ ଏଠାରେ ରହିପାରିବେ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.