ETV Bharat / bharat

ଦୌଡରାଣୀ ପାରା, ଦାମ 9 କୋଟି

ପାରାର ଦାମ 9 କୋଟି । ପାରାଟିର ନାମ ହେଉଛି ଆର୍ମାନଣ୍ଡୋ । ଏହି ପାରା ଲୁଇସ ହେମିଲଟନ ପ୍ରଜାତିର । କେବଳ ଏହି କାରଣରୁ ପାରାର ଦାମ ଆକାଶ ଛୁଆଁ ।

author img

By

Published : Mar 23, 2019, 3:24 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପାରାର ଦାମ 9 କୋଟି ! ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହାସତ । କାରଣ ଚାରିଆଡେ ଡେଣା ମେଲାଇ ଉଡି ବୁଲିଥିବା ଏକ ସାଧାରଣ ପକ୍ଷୀର ଦାମ କଣ ଏତେ ମହଙ୍ଗା ବି ହୋଇପାରେ । ଆଜ୍ଞା ହଁଏହି ମହଙ୍ଗା ପାରାକୁ ବର୍ତ୍ତମାନ ନିଲାମକରାଯାଉଛି । ଯାହାକୁ ଚୀନର ଜଣେ ବ୍ୟକ୍ତି କିଣିଛନ୍ତି ।

ବେଲଜିୟମରୁ ଆସିଥିବା ଏହି ପାରା ଏକ ସାଧାରଣ ପକ୍ଷୀ ନୁହେଁ ବରଂ ପୁରସ୍କାର ପ୍ରାପ୍ତ ରେସିଂ ପାରା । କେବଳ ଏହି କାରଣରୁ ପାରାର ଦାମ ଆକାଶ ଛୁଆଁ ହୋଇଥାଏ ।

ସୂଚନା ଅନୁସାରେ, ଏହି ପାରାର ବର୍ତ୍ତମାନ ବୟସ 5 ବର୍ଷ । ଅର୍ଥାତ ଏହା ଦୌଡିବାକୁ ଆଉ ସମର୍ଥ ନୁହେଁ । ଏହା ଏବେ କାର୍ଯ୍ୟକାଳରୁ ଅବସର ଗ୍ରହଣ କରିବ । ଏହା ସ୍ବତେ ବି ପାରାଟିକୁ ଚୀନର ଜଣେ ବ୍ୟକ୍ତି 9 କୋଟି ଟଙ୍କାରେ କ୍ରୟ କରିଛନ୍ତି ।

ଏହି ପାରା ନିଲାମିସମୟରେ କେବଳ ଆର୍ମାନଣ୍ଡୋ ନୁହେଁ, ବରଂ 178 ପାରାର ନିଲାମି ଡକାଯାଇଥିଲା । ତେବେ ଲୁଇସ କାର୍ଲ ଡାଭିଡସନ ହାମିଲଟନ ହେଉଛି ୱାନ କାର ରେସିଂର ବିଜେତା । ଏହି ପାରା ରେସିଂରେ 5 ଥର ପୁରସ୍କାର ମଧ୍ୟ ଜିତିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.