ETV Bharat / bharat

ପେଟ୍ଟିମୁଡି ଭୁସ୍ଖଳନ; ମୃତ୍ୟୁ ସଂଖ୍ୟା 56 କୁ ବୃଦ୍ଧି - ପେଟ୍ଟିମୁଡି ଭୂଷ୍ଖଳନ

କେରଳ ରାଜାମାଲାର ପେଟ୍ଟିମୁଡି ଭୂଷ୍ଖଳନରେ ମୃତ୍ୟୁ ସଂଖ୍ୟା 56 କୁ ବୃଦ୍ଧି ପାଇଛି । ଭୂଷ୍ଖଳନରେ ନିଖୋଜ ଥିବା ଆଉ 14 ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି ।

ପେଟ୍ଟିମୁଡି ଭୂଷ୍ଖଳନ; ମୃତ୍ୟୁ ସଂଖ୍ୟା 56 କୁ ବୃଦ୍ଧି

author img

By

Published : Aug 14, 2020, 3:42 PM IST

ଥିରୁଅନନ୍ତପୂରମ୍‌: କେରଳ ରାଜାମାଲାର ପେଟ୍ଟିମୁଡି ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା 56 କୁ ବୃଦ୍ଧି ପାଇଛି । ଭୁସ୍ଖଳନରେ ନିଖୋଜ ଥିବା ଆଉ 14 ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି ।

ପେଟ୍ଟିମୁଡି ଭୂଷ୍ଖଳନ; ମୃତ୍ୟୁ ସଂଖ୍ୟା 56 କୁ ବୃଦ୍ଧି
ପେଟ୍ଟିମୁଡି ଭୂଷ୍ଖଳନ; ମୃତ୍ୟୁ ସଂଖ୍ୟା 56 କୁ ବୃଦ୍ଧି

ଇଡୁକି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଅନୁଯାୟୀ, ନିଖୋଜ ଥିବା ଅବଶିଷ୍ଟ 14 ବାସିନ୍ଦାଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଛି ।

ପ୍ରକାଶ ଥାଉ କି, ଅଗଷ୍ଟ 6 ଇଡ୍ଡୁକିର ରାଜମାଲା ଅଞ୍ଚଳରେ ଟି- ଇଷ୍ଟେଟ କର୍ମଚାରୀଙ୍କ ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ଏଠାରେ ପ୍ରାୟ 84 ଜଣ ରହୁଥିଲେ । ଏହା ମୁନ୍ନାର ହିଲ ରିସୋର୍ଟ ଠାରୁ ପ୍ରାୟ 25 କିମି ଦୂର । ସେପଟେ ସମସ୍ତ ମୃତକଙ୍କ ପରିବାରକ ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ 5 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.