ETV Bharat / bharat

19 ମହାସମର ପରେ ବଢିଲା ତେଲ ଦର - increase

2019 ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ପୁଣି ବଢିଛି ପେଟ୍ରୋଲ-ଡିଜେଲ ଦର ।

ଡିଆଇନ ଫଟୋ
author img

By

Published : May 24, 2019, 11:48 AM IST

ନୂଆଦିଲ୍ଲୀ: ପୁଣି ବଢିଲା ତେଲ ଦର । 2019 ମହାସମର ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପେଟ୍ରୋଲ ଦର 14 ପଇସା ବଢିଥିବା ବେଳେ ଡିଜେଲ 16 ପଇସା ବଢିଛି । ଏହା ପୂର୍ବରୁ ଗୁରୁବାର ପେଟ୍ରୋଲ ଦର 8 ପଇସା ଓ ଡିଜେଲ 9 ପଇସା ଲେଖାଏଁ ବଢିଥିଲା ।

ଆଜି ଦିଲ୍ଲୀରେ ପେଟ୍ରୋଲ ଦର 71.39 ଟଙ୍କା ଛୁଇଁଥିବା ବେଳେ ଡିଜେଲ 16 ପଇସା ବଢି 66.45ରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର 76.98 ଟଙ୍କା ଓ ଡିଜେଲ ଦର 69.60 ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଦର 73.43ଟଙ୍କା ଥିବାବେଳେ ଡିଜେଲ ଦର 68.18ରେ ପହଞ୍ଚିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.