ETV Bharat / bharat

ଶାହିନ ବାଗ: ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ - ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ

ନାଗରିକତା ସଂଶୋଧନ ଆଇନ୍‌(ସିଏଏ)ବିରୋଧରେ ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ଦୀର୍ଘଦିନରୁ ପ୍ରଦର୍ଶନ ଜାରି ରହିଥିବା ବେଳେ ଏବେ ଏହି ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ଲୋକେ । ଅଧିକ ପଢନ୍ତୁ...

shaheen-bagh
ଶାହିନ ବାଗ
author img

By

Published : Feb 2, 2020, 4:56 PM IST

ନୂଆଦିଲ୍ଲୀ: ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ରବିବାର ସକାଳୁ ଜୋରଦାର ହଙ୍ଗାମା ହୋଇଛି । ନାଗରିକତା ସଂଶୋଧନ ଆଇନ୍‌(ସିଏଏ)ବିରୋଧରେ ଦୀର୍ଘଦିନରୁ ଏଠାରେ ପ୍ରଦର୍ଶନ ଜାରି ରହିଥିବାବେଳେ ଏବେ ଏହି ପ୍ରଦର୍ଶନକାରୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ଲୋକେ । ସିଏଏ ବିରୋଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ସେଠାରୁ ହଟାଇବାକୁ ଦାବି କରିଛନ୍ତି ସେମାନେ ।

ସୂଚନା ମୁତାବକ, ସିଏଏ ଏବଂ ଏନଆରସି ବିରୋଧରେ ପ୍ରାୟ 50 ଦିନ ହେବ ଶାହିନ ବାଗରେ ପ୍ରଦର୍ଶନ ଜାରି ରହିଛି । ଯାହା ଫଳରେ ଆଖପାଖ ରାସ୍ତା ମଧ୍ୟ ବନ୍ଦ ରହୁଛି । ଯାହାକୁ ବିରୋଧ କରି ରବିବାର ବିଭିନ୍ନ ସଂଗଠନ ସହ ଜଡିତ ଲୋକ ଶାହିନ ବାଗ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଦାବି କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାରୁ ସେମାନେ ନାରାବାଜି କରିବା ସହ ଧାରଣା ଦେଇଛନ୍ତି ।

Intro:Body:

Kerala confirms second case of Coronavirus 

A Second positive case of novel Coronavirus has been confirmed in Kerala. The patient has a travel history from China. The patient has been kept in isolation in the hospital and is stable and is being closely monitored. 

Earlier the first case of coronavirus infection in India was confirmed in Kerala. A student, who was studying in coronavirus-hit wuhan in China, is quarantined and under treatment at the Thrissur Medical College. According to health bulletin, the condition of the student is stable. 

Health Minister K K Shailaja will hold a press meet at 10.30 am on Sunday. 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.