ETV Bharat / bharat

ପୂର୍ବତନ ମନ୍ତ୍ରୀଙ୍କ ନାତୁଣୀ ବାହାଘରରେ ଏକାଠି ନାଚିଲେ ଏକ ହଜାରରୁ ଊର୍ଦ୍ଧ୍ବ - ଗୁଜୁରାଟରେ ପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣୀ ବାହାଘର

ଗୁଜୁରାଟର ପୂର୍ବତନ ମନ୍ତ୍ରୀଙ୍କ ନାତୁଣୀ ବାହାଘରରେ କୋଭିଡ ଗାଇଡଲାଇନ ଉଲଙ୍ଘନ ଅଭିଯୋଗ । ପଢନ୍ତୁ ଅଧିକ...

ପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗ
ପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗ
author img

By

Published : Dec 1, 2020, 7:26 PM IST

ଅହମ୍ମଦାବାଦ: କୋରୋନା କଟକଣା ମଧ୍ୟରେ ସାମାଜିକ ଦୁରତାକୁ ଗୁରୁତ୍ବ ଦିଆଯିବା ସହ ଏକତ୍ର ଭିଡ ନକରିବାକୁ ସରକାର ବିଭିନ୍ନ ନିୟମ କରିଥିବା ବେଳେ ନେତା ମନ୍ତ୍ରୀ ମାନେ ବାରମ୍ବାର ଏହି କଟକଣା ଭାଙ୍ଗୁଥିବା ଦେଖାଯାଇଛି । ଏଭଳି କିଛି ଘଟଣା ଘଟିଛି ଗୁଜୁରାଟରେ ।

ପୁର୍ବତ୍ତନ ମନ୍ତ୍ରୀଙ୍କ ନାତୁଣି ବାହାଘରରେ କୋଭିଡ କଟକଣା ଉଲଙ୍ଘନ ଅଭିଯୋଗ

ପୂର୍ବତନ ବିଜେପି ବିଧାୟକ ତଥା ଆଦିବାସୀ ମନ୍ତ୍ରୀ କାନ୍ତୀ ଗମିତଙ୍କ ନାତୁଣୀଙ୍କ ବିବାହରେ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲଙ୍ଘନ କରି ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିବା ଅଭିଯୋଗ ହୋଇଛି । ସୋନାଡର ଦୋସୱାଡା ଗ୍ରାମରେ ବିବାହ ଉତ୍ସବ ଆୟୋଜନ କରିଥିଲେ ଏହି ରାଜନେତା । ସେଠାରେ ଅନେକ ଭିଡ ହୋଇଥିବା ସତ୍ତ୍ବେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୁରତା ଓ ମାସ୍କ ପିନ୍ଧିବା ଭଳି ମୌଳିକ କଟକଣା ମଧ୍ୟ ଦେଖିବାକୁ ମିଳିନଥିଲା । ବିବାହ ଉତ୍ସବରେ ସାମିଲ ହୋଇଥିବା ହଜାର ହଜାର ଲୋକେ ଏକତ୍ର ହୋଇ ନାଚୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ବିବାହରେ କରୋନା ନିୟମ ଉଲ୍ଲଂଘନ କରି ସାଧାରଣ ଲୋକଙ୍କୁ ଦଣ୍ଡିତ କରାଯାଉଥିବାବେଳେ ପୂର୍ବତନ ମନ୍ତ୍ରୀ କାନ୍ତୀ ଗମିତଙ୍କ କ୍ଷେତ୍ରରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.