ETV Bharat / bharat

ଦୀର୍ଘ 14 ମାସ ପରେ ଗୃହବନ୍ଦୀରୁ ମୁକ୍ତ ହେଲେ ମେହବୁବା ମୁଫତି - Mehbooba Mufti

ଦୀର୍ଘ 14 ମାସ ପରେ ଶେଷରେ ବନ୍ଦୀରୁ ମୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଅଧିକ ପଢନ୍ତୁ...

ଦୀର୍ଘ 14 ମାସ ପରେ ବନ୍ଦୀ ମୁକ୍ତ ହେଲେ ମେହବୁବା ମୁଫ୍ତି

author img

By

Published : Oct 13, 2020, 9:59 PM IST

Updated : Oct 13, 2020, 10:12 PM IST

ଶ୍ରୀନଗର: ବହୁ ଦିନର ପ୍ରତୀକ୍ଷା ପରେ ଶେଷରେ ବନ୍ଦୀରୁ ମୁକ୍ତ ହୋଇଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଧାରା 370 ଉଚ୍ଛେଦ ପରଠୁ ମେହବୁବାଙ୍କୁ ଗିରଫ କରାଯାଇଥିଲା । ତେବେ ଦୀର୍ଘ 14 ମାସ ପରେ ସେ ବନ୍ଦୀ ମୁକ୍ତ ହୋଇଛନ୍ତି ।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ମୁକ୍ତି ଦାବିରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଆବେଦନ ଶୁଣାଣି କରିଛନ୍ତି । ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ତାଙ୍କ ମା’ଙ୍କ କାରାବନ୍ଦୀ ବିରୋଧରେ ଦାଖଲ ଆବେଦନକୁ ସଂଶୋଧନ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହାର ଶୁଣାଣି କରି କୋର୍ଟ ଜାମ୍ମୁ କାଶ୍ମୀର ପ୍ରଶାସନଠାରୁ ଉତ୍ତର ମାଗିଥିଲେ ।

Last Updated : Oct 13, 2020, 10:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.