ETV Bharat / bharat

ଆଳୁ ଚାଷୀଙ୍କ ବାର୍ଷିକ ରୋଜଗାର 25 କୋଟି - gujurat

ଆଳୁ ଚାଷ କରି ବାର୍ଷିକ ରୋଜଗାର 25 କୋଟି । ଆଶ୍ଚର୍ଯ୍ୟ ହେଲେ ବି ସତ । ଏଭଳି ଜଣେ ଚାଷୀ ଅଛନ୍ତି ଗୁଜୁରାଟରେ । ଅଧିକ ପଢନ୍ତୁ...

patato farmer anual income 25 crore
ଡିଜାଇନ ଫଟୋ
author img

By

Published : Jan 31, 2020, 3:05 PM IST

ଗାନ୍ଧିନଗର: ପେଶାରେ ଆଳୁ ଚାଷୀ । କିନ୍ତୁ ବାର୍ଷିକ ରୋଜଗାର 25 କୋଟି । ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ । କିନ୍ତୁ ଏହା ସଂପୂର୍ଣ୍ଣ ସତ । ଏଭଳି ଜଣେ ଚାଷୀ ହେଲେ ଗୁଜୁରାଟର ଜିଗନେଶ ପଟେଲ। ନିଆରା ଢଙ୍ଗରେ ଆଳୁ ଚାଷ କରନ୍ତି ସେ ।

ସୂଚନା ଅନୁସାରେ, ଗୁଜରାଟ ଅରଭଲି ଜିଲ୍ଲା କାମ୍ପା ଗାଁର ଜିଗନେଶ ନିଜ ସନ୍ତାନଙ୍କୁ କୃଷି ବିଜ୍ଞାନ ଉପରେ ପାଠ ପଢ଼ାଇବା ପରେ ସପରିବାର ‘ଲେଡି ରୋସେତା’ ଆଳୁ ଚାଷ କରନ୍ତି। ଏହି ଆଳୁ ମୁଖ୍ୟତଃ ଚିପ୍ସ ଏବଂ ପତଳା ବିସ୍କୁଟ ତିଆରିରେ ବ୍ୟବହାର ହୁଏ।

ଜିଗନେଶ ଓ ତାଙ୍କ ପରିବାରର ରୋସେତା ଆଳୁ ଚାଷ କରିବାରେ ନିୟୋଜିତ ଅଛନ୍ତି। ଆଳୁ ଚିପ୍ସ କମ୍ପାନୀ ଏବଂ ବିସ୍କୁଟ ଫ୍ୟାକ୍ଟ୍ରିକୁ ଏହି ଆଳୁ ପଠାଯାଉଛି । 2005ରେ କୃଷିରେ ଏମଏସି କରିବା ପରେ ଚାଷ ନେଇ ମନ ବଳାଇଥିଲେ ଜିଗ୍ନେଶ । ଏହାର ଠିକ ଦୁଇ ବର୍ଷ 2007ମସିହାରେ ପ୍ରଥମେ ଲେଡି ରୋସେତା ଆଳୁ ଚାଷ ଆରମ୍ଭ କରିଥିଲେ । ଏଥିରେ ସଫଳ ମଧ୍ୟ ହୋଇଥିଲେ । ସେବେ ଠାରୁ ସେ ଏହି ଚାଷ ଜାରି ରଖିଛନ୍ତି । ପରିବାର ସହ ମିଶି କରୁଛନ୍ତି ଚାଷ। ଏହି ଭିନ୍ନ ପ୍ରଣାଳୀର ଚାଷକୁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ କରନ୍ତି ପ୍ରଂଶସା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.