ETV Bharat / bharat

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ବେଙ୍ଗାଲୁରୁର ଷ୍ଟର୍ମ ଡ୍ରେନର ପାର୍ଶ୍ବ କାନ୍ଥ - collapsed side wall of a storm drain

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ବେଙ୍ଗାଲୁରୁର ଷ୍ଟର୍ମ ଡ୍ରେନର ପାର୍ଶ୍ବ କାନ୍ଥ । କୌଣସି କ୍ଷତି ହୋଇ ନ ଥିବା ସୂଚନା । ଅଧିକ ପଢନ୍ତୁ...

storm drain in Pattegarhpalya area of Bengaluru collapsed
ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ବେଙ୍ଗାଲୁରୁର ଷ୍ଟର୍ମ ଡ୍ରେନର ପାର୍ଶ୍ବ କାନ୍ଥ
author img

By

Published : Apr 29, 2020, 7:30 PM IST

ବେଙ୍ଗାଲୁରୁ: ପ୍ରବଳ ବର୍ଷା ଯୋଗୁଁ,ବେଙ୍ଗାଲୁରୁର ପାଟେଗାର୍ପାଲିଆ ଅଞ୍ଚଳରେ ଷ୍ଟର୍ମ ଡ୍ରେନର ପାର୍ଶ୍ବ କାନ୍ଥର କିଛି ଅଂଶ ଭୁଶୁଡି ପଡିଛି । ହେଲେ ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣା ପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଜରୁରୀକାଳୀନ ସେବା ଏବଂ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ ଅଧିକାରୀ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଛନ୍ତି ।

ବୁଧବାର ଦିନ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଓ ଝଡ ତୋଫାନ ହୋଇଥିଲା । ଫଳରେ ବେଙ୍ଗାଲୁରୁର ବିଭିନ୍ନ ଅଞ୍ଚଳରେ ଜଳମଗ୍ନ ହୋଇ ଯାଇଥିଲା । କେତେକ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ମଧ୍ୟ ହୋଇଥିଲା ।

ସୌଜନ୍ୟ @ ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.