ETV Bharat / bharat

ଅଡୁଆରେ ପ୍ରଜ୍ଞା, ସଂସଦରେ ନ ବସିବାକୁ ଉଠିଲା ଦାବି - external minister to give statement, opposition will uproar

ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦରେ ସାଂସଦ ପ୍ରଜ୍ଞା ଠାକୁର । ସାଂସଦଙ୍କ ବିରୋଧରେ ଆସିପାରେ ନିନ୍ଦା ପ୍ରସ୍ତାବ ।

parliament live lok sabha rajyasabha
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 28, 2019, 5:21 PM IST

ନୂଆଦିଲ୍ଲୀ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଲୋକସଭାରେ ଗଡେସଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ବିବାଦ ଦେଖିବାକୁ ମିଳିଛି । ସାଂସଦ ବୁଧବାର ଲୋକସଭାରେ ଗଡେସଙ୍କୁ ଦେଶଭକ୍ତ କହି ବିବାଦରେ । ଏହାକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧିଦଳ ଆଣିପାରନ୍ତି ନିନ୍ଦା ପ୍ରସ୍ତାବ ।

parliament live lok sabha rajyasabha
ଫଟୋ ସୌଜନ୍ୟ: ଏଏନଆଇ

ଗୁରୁବାର ଲୋକସଭା ପ୍ରବକ୍ତାଙ୍କୁ ଅଧିର ରଞ୍ଜନ ଚୌଧୁରୀ, ଦୟାନିଧି ମାରନ୍, ମନିକା ଟାଗୋର, ଏନକେ ପ୍ରେମଚନ୍ଦନଙ୍କ ସହ 50 ସାଂସଦଙ୍କୁ ଏକ ଚିଠି ଲେଖିଛନ୍ତି । ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ପ୍ରଜ୍ଞା ଠାକୁର ମହାତ୍ମାଗାନ୍ଧୀଙ୍କୁ ଅପମାନିତ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସଂସଦର ଆରମ୍ଭରେ ଏହି ମୁବ୍ଦା ଉଠାଯାଇଥିଲା । କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ପ୍ରଜ୍ଞା ଠାକୁରଙ୍କ ଏହି ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରଜ୍ଞା ଠାକୁର କ୍ଷମା ପ୍ରାର୍ଥନା ନକରିଛନ୍ତି, ସେପର୍ଯ୍ୟନ୍ତ ପ୍ରଜ୍ଞାଙ୍କୁ ସଂସଦରେ ବସିବାକୁ ଅନୁମତି ଦିଆନଯାଉ ବୋଲି କହିଛନ୍ତି କଂଗ୍ରେସ ନେତା ।

ଅନ୍ୟପକ୍ଷେ, ପ୍ରଜ୍ଞା ଠାକୁରଙ୍କ ଏହି ବୟାନକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସଂସଦରେ ଏହାକୁ ନେଇ ମତ ପ୍ରକାଶ କରିଥିଲେ । ଗଡସେଙ୍କୁ ଦେଶଭକ୍ତ କହିବା ଭାବନା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଏହା ସହ ଆମ ଦଳ ଗାନ୍ଧିଜୀଙ୍କ ମାର୍ଗ ଦର୍ଶନରେ ପରିଚାଳିତ ବୋଲି କହିଛନ୍ତି ରାଜନାଥ ସିଂହ ।

Intro:Body:

ତିରୁମଲା ତିରୁପତିରୁ ସିଧାପ୍ରସାରଣ

ଦେଖନ୍ତୁ କେମିତି ଚାଲିଛି ତିରୁପତିଙ୍କ ପୂଜାର୍ଚ୍ଚନା...

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.