ନୂଆଦିଲ୍ଲୀ: 2020-21 ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦ୍ବିତୀୟ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପରେ ଗୃହକୁ ଫେବୃଆରୀ 3 ତାରିଖ ଦିନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବଜେଟ ଆରମ୍ଭରେ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଅନେକ ଉପଲବ୍ଧି ସମ୍ବନ୍ଧରେ କହିଥିଲେ।
ଫେବୃଆରୀ 3 ପର୍ଯ୍ୟନ୍ତ ଗୃହ ମୁଲତବୀ - parliament adjourned
ସଂସଦରେ ବଜେଟ ଉପସ୍ଥାପନ ପରେ ଫେବୃଆରୀ 3 ତାରିଖ ଦିନ 11ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଅଧିକ ପଢନ୍ତୁ...
ସଂସଦ
ନୂଆଦିଲ୍ଲୀ: 2020-21 ବର୍ଷ ପାଇଁ ସଂସଦରେ ବଜେଟ ଆଗତ କରାଯାଇଛି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦ୍ବିତୀୟ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପରେ ଗୃହକୁ ଫେବୃଆରୀ 3 ତାରିଖ ଦିନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବଜେଟ ଆରମ୍ଭରେ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଅନେକ ଉପଲବ୍ଧି ସମ୍ବନ୍ଧରେ କହିଥିଲେ।
Intro:Body:
Conclusion:
BLANK FOR LINK
Conclusion: