ETV Bharat / bharat

ଗୁପଚୁପ ATM: ଦେଖନ୍ତୁ କିପରି ମିଳୁଛି ଗୁପଚୁପ

ହାଇଜେନିକ୍ ଗୁପଚୁପ ମେସିନ । ଏଟିଏମ ଭଳି କାମ କରୁଥିବା ଏହି ଗୁପଚୁପ ମେସିନ ଭାରତରେ ତିଆରି ହୋଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଗୁପଚୁପ ଏଟିଏମ , ଦେଖନ୍ତୁ କିପରି ମିଳୁଛି ଗୁପଚୁପ

author img

By

Published : Jul 4, 2020, 4:36 PM IST

ଫାଷ୍ଟଫୁଡରେ ପ୍ରାୟ ସଭିଁଙ୍କ ପ୍ରିୟ ଗୁପୁଚୁପ । ହେଲେ କୋରୋନା ସଙ୍କଟ ମଧ୍ୟରେ ବଜାରରେ ଆଉ ଗୁପଚୁପ ଠେଲା ଦେଖିବାକୁ ମିଳୁନି । ଲୋକଙ୍କ ଅଭ୍ୟାସ ଓ ଖାଇବା ନିଶାକୁ ନଜରରେ ତିଆରି ହୋଇଛି ଗୁପଚୁପ ଏଟିଏମ । ଏହା ବିଲକୁଲ ଟଙ୍କା ଉଠାଉବା ମେସିନ ଭଳି । ନା କାହାକୁ ସ୍ପର୍ଶ କରିବାର ଭୟ ରହିଛି ନାଁ ବିଶୋଧନ ନହେବାର ଟେନସନ ।

ଗୁପଚୁପ ଏଟିଏମ , ଦେଖନ୍ତୁ କିପରି ମିଳୁଛି ଗୁପଚୁପ

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ବିସ୍ମୟକର ଆବିଷ୍କାର ନେଇ ସମସ୍ତେ ଚକିତ ହୋଇଛନ୍ତି ।

ଏହି ଗୁପଚୁପ ମେସିନ ତିଆରି ପାଇଁ 6 ମାସ ସମୟ ଲାଗିଛି । ପ୍ରଥମେ ଷ୍ଟାର୍ଟ ବଟନକୁ ପ୍ରେସ କରିବା ପରେ ଟଙ୍କା ଅପ୍ସନକୁ ସିଲେକ୍ଟ କରିବାକୁ ପଡିଥାଏ । ଆପଣ ଟଙ୍କା ପଠାଇବା ପରେ ପରେ ଏଣ୍ଟର ବଟନ ପ୍ରେସ କରିବେ । ତଳ ମେସିନରେ ଗୋଟିଏ ଗୋଟିଏ ଗୁପଚୁପ ଆସିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.