ETV Bharat / bharat

‘ଛାତ୍ର ଆନ୍ଦୋଳନ ପଛରେ ପାକିସ୍ତାନ ଆଇଏସଆଇ’

author img

By

Published : Jan 8, 2020, 1:51 PM IST

Updated : Jan 8, 2020, 3:13 PM IST

ଜମ୍ମୁ  ଓ କାଶ୍ମୀରର ବିଜେପି ମୁଖ୍ୟ ରବିନ୍ଦର ରାଇନା ‘ଫ୍ରି କାଶ୍ମୀର’ ବିବାଦ ଉପରେ ନିଜ ମତ ରଖିଛନ୍ତି । ମୁମ୍ବାଇରେ ଜେଏନୟୁକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ ‘ଫ୍ରି କାଶ୍ମୀର’ ପୋଷ୍ଟର ଦେଖିବାକୁ ମିଳିଥିଲା। ଅଧିକୁ ପଢନ୍ତୁ...

BJP's Ravinder Raina
ଛାତ୍ର ଆନ୍ଦୋଳନ ପଛରେ ପାକିସ୍ତାନ ଆଇଏସଆଇ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ବିଜେପି ମୁଖ୍ୟ ରବିନ୍ଦର ରାଇନା ‘ଫ୍ରି କାଶ୍ମୀର’ ବିବାଦ ଉପରେ ନିଜ ମତ ରଖିଛନ୍ତି। ମୁମ୍ବାଇରେ ଜେଏନୟୁକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ ‘ଫ୍ରି କାଶ୍ମୀର’ ପୋଷ୍ଟର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିଜେପି ନେତା ରାଇନା ନିଜ ମତ ରଖିଛନ୍ତି। ଛାତ୍ର ଆନ୍ଦୋଳନ ପଛରେ ପାକିସ୍ତାନ ଆଇଏସଆଇ ସାମିଲ ଅଛି ବୋଲି ସେ କହିଛନ୍ତି।

ଛାତ୍ରଙ୍କ ଆନ୍ଦୋଳନ ମଧ୍ୟରେ ମାଓବାଦୀ, ଆତଙ୍କବାଦୀ ଓ ପାକିସ୍ତାନ ଆଇଏସଆଇ ସାମିଲ ଥିବାର ଜାମ୍ମୁକାଶ୍ମୀର ବିଜେପି ମୁଖ୍ୟ କହିଛନ୍ତି। ମୁମ୍ବାଇ ଭଳି ସହରରେ ଏହା ଏକ ସମ୍ବେଦନଶୀଳ କାର୍ଯ୍ୟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଦରୁ ଉଠିବା ଆବଶ୍ୟକ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଜେଏନୟୁ ହିଂସା ପରେ ମୁମ୍ବାଇର ଗେଟ ୱେ ଅଫ୍ ଇଣ୍ଡିଆ ସାମ୍ନାରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ଜାନୁଆରୀ 5 ତାରିଖରେ ଆନ୍ଦୋଳନ କରିଥିଲେ।

ଛାତ୍ର ଆନ୍ଦୋଳନ ପଛରେ ପାକିସ୍ତାନ ଆଇଏସଆଇ

ରବିବାର ଜେଏନୟୁର ଛାତ୍ରଛାତ୍ରୀଙ୍କ ଉପରେ କିଛି ମୁଖାପିନ୍ଧା ଛାତ୍ରଛାତ୍ରୀ ଆକ୍ରମଣ କରିଥିଲେ ।ଏଥିରେ 30 ଆହତ ହେବା ସହ ଛାତ୍ର ସଂସଦର ଅଧ୍ୟକ୍ଷା ଐଶୀ ଘୋଷ ମଧ୍ୟ ଗୁରୁତର ଆହତ ହୋଇଥିଲେ ।

Intro:Body:

Blank 2

Conclusion:
Last Updated : Jan 8, 2020, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.